ଭୋକର ବିକଳ ଚିତ୍ର; ମାଲିକ କାମରୁ ବାହର କରି ଦେବାରୁ ଖାଇବା ବିନା ୩ଦାଦନଙ୍କ ଅବସ୍ଥା ଗୁରୁତର

ଜୟପୁର: (ଓଡ଼ିଶା ଭାସ୍କର) ପେଟର ଭୋକ ମଣିଷକୁ ନେଇଯାଏ ମୃତ୍ୟୁ ମୁଖକୁ ।  ସେମିତି ଏକ ଖବର ଆସିଛି ଛତିଶଗଡ଼ ଜଗଦଲପୁରରୁ । ଭୋକ ଉପାସରେ ପଡ଼ି ୩ ଜଣ ଦାଦନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି ।  ବଞ୍ଚିବାର ରାହା ଟିକକୁ…

ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ୫ଘଣ୍ଟା ଧରି ରହିବ ଟ୍ରାଫିକ କଟକଣା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜୁନ୍ ୧୨ ତାରିଖ ବା ଆସନ୍ତା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆଖି ଆଗରେ ରଖି କରାଯାଇଛି ଟ୍ରାଫିକ କଟକଣା । ଦିନ ୨ରୁ ସଂଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ…

ଆଗକୁ ଆସୁଛି ରଥଯାତ୍ରା; ବଡ଼ଦାଣ୍ଡରୁ ହଟିଲା ଏସି ଟନେଲ ସହ ବ୍ୟାରିକେଡ

ପୁରୀ: (ଓଡ଼ିଶା ଭାସ୍କର) ଚଳିତ ବର୍ଷ ରଥଯାତ୍ରାକୁ ଆଖି ଆଗରେ ରଖି ବଡଦାଣ୍ଡରୁ ସବୁ ବ୍ୟାରିକେଟ ହଟାଇ ଦିଆଯାଇଛି । ବଡଦାଣ୍ଡରେ ସାଧାରଣ ଭକ୍ତଙ୍କ ଲାଗି କରାଯାଇଥିବା ଏସି ଟନେଲକୁ ବି ଖୋଲି ଦିଆଯାଇଛି । ସୂଚନା…

ପୁଣିଥରେ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ; ଚୀନ୍-ପାକିସ୍ତାନ ସମ୍ପର୍କକୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଭାର ସମ୍ଭାଳିବେ ଏସ୍. ଜୟଶଙ୍କର। ଦାୟିତ୍ୱ ନେବା ପରେ ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କକୁ ନେଇ ଗଣମାଧ୍ୟମ ଅଗରେ ପ୍ରତିକ୍ରିୟା ରଖିଛନ୍ତି ଏସ୍. ଜୟଶଙ୍କର…

ଛତିଶଗଡ଼ ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାରେ ହିଂସାକାଣ୍ଡ; ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ

ରାୟପୁର: ଛତିଶଗଡର ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାର ସତନାମୀ ସମ୍ପ୍ରଦାୟର ଜୈତଖାମରେ ଭଙ୍ଗାରୁଜା କୁ ନେଇ ଉତ୍ତ୍ୟକ୍ତ ଜନତା ସୋମବାର ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଜିଲ୍ଲାପାଳ, ଏସପି,…

ଅର୍ଶଦୀପଙ୍କ ଉପରେ ଜାତିବାଦୀ ମନ୍ତବ୍ୟ ପାଇଁ କମରାନ୍‌ଙ୍କୁ କଡ଼ା ସମାଲୋଚନା କଲେ ହରଭଜନ

ନୂଆଦିଲ୍ଲୀ: ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା 'ଟି-୨୦ ବିଶ୍ୱକପ୍'ରେ ପାକିସ୍ତାନ ବିପକ୍ଷରେ ଭାରତର ୬ରନ୍ ର ରୋମାଞ୍ଚକର ବିଜୟ ପରେ ପାକିସ୍ତାନର ପୂର୍ବତନ ୱିକେଟକିପର କାମରାନ୍ ଅକମଲ ଲାଇଭ୍ ଷ୍ଟ୍ରିମ୍ ରେ ଭାରତୀୟ ବୋଲର…

ଖଡିଆଳ: ଅଜଣା ଗାଡ଼ି ଧକ୍କାରେ ୨ ମୃତ, ୨ ଗୁରୁତର

ଖଡିଆଳ: (ଓଡ଼ିଶା ଭାସ୍କର) ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ଗ୍ରାମ ନିକରେ ଘଟିଛି ସଡ଼କ ଦୁର୍ଘଟଣା । ଖବର ଆନୁସାରେ, ଜାମଖୁଣ୍ଟା ଗାଁର ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଚାଳକଙ୍କ ମୃତ୍ୟୁ…

ମାଲାୱିର ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ; ସୌଲୋସ ଚିଲିମାଙ୍କ ସମେତ ଥିଲେ ୧୦ଜଣ

ନୂଆଦିଲ୍ଲୀ: ମାଲାୱିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି ହୋଇଛି, ସେଥିରେ କୁହାଯାଇଛି ଯେ…

ମାଲକାନଗିରି: ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ

ମାଲକାନଗିରି: (ଓଡ଼ିଶା ଭାସ୍କର) ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ । ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ଠାବ କରିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର…

କଂଗ୍ରେସରୁ ବହିଷ୍କାର ହେଲେ ମହମ୍ମଦ ଆକବର ଖାନ୍; ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୬ବର୍ଷ ପାଇଁ ବହିଷ୍କୃତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଂଗ୍ରେସରୁ ବହିଷ୍କାର ହେଲେ ମହମ୍ମଦ ଆକବର ଖାନ୍ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି । ମିଡିଆରେ ବିବୃତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ…