(Video) ନେତା-ମନ୍ତ୍ରୀକୁ ଦେଖି ଗୋଡ଼ାଇଲେ ଲୋକେ; ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ କହି ଗାଁରେ ପଶିବାକୁ ଦେଲେନି

ବାଲେଶ୍ୱର: ଅଭିଶପ୍ତ ଗାଁ ଅର୍ଜୁନୀ, ଗାଁକୁ ନା ଅଛି ରାସ୍ତା, ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ, ଗାଁରେ ୮୦ ରୁ ଅଧିକ ଲୋକ ବସବାସ କରୁଥିଲେ ବି ସରକାରୀ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ…

ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୪ ଟାରୁ ରୋଡ୍‌ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା । ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ…

ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ମାଲକାନଗିରି: ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ସୂଚନା ଅନୁସାରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ସଡକ ଦୁର୍ଘଟଣାରେ…

ବିଜୁଳି-ଅଟା ଦର ସବସିଡି ସତ୍ତ୍ୱେ ପାକିସ୍ତାନ ଅଧିକୃତ କଶ୍ମୀରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ; ୩ ମୃତ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ବିଜୁଳି ଓ ଅଟା ଦରରେ ସରକାରୀ ସବସିଡି ସତ୍ତ୍ୱେ ମୁଜାଫରାବାଦରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ…

BREAKING…ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡ଼-ଫୁସ୍‌ଫୁସ୍‌ରେ ଆଘାତ; ଏମ୍ସକୁ କରାଗଲା ସ୍ଥାନାନ୍ତର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ସ୍ଥାନାନ୍ତର ହୋଇଛନ୍ତି…

ଦିଲ୍ଲୀ ପରେ ଲକ୍ଷ୍ନୌର ସ୍କୁଲଗୁଡ଼ିକରେ ବୋମା ରଖାଯିବା ଧମକ; ସମାନ ଆଡ୍ରେସରୁ ଆସିଛି ମେଲ୍

ଲକ୍ଷ୍ନୌ: ଦିଲ୍ଲୀରେ ସ୍କୁଲକୁ ୧୫୦ରୁ ଅଧିକ ଧମକ ମିଳିବା ପରେ ଏବେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ସ୍କୁଲଗୁଡ଼ିକୁ ବୋମା ମାଡ଼ ଧମକ ମିଳିଛି। ଏବେ ଏହି ମାମଲାରେ ଏକ ବଡ ଖୁଲାସା ହୋଇଛି ଏବଂ ସେହି ଠିକଣାରୁ…

(Video) ରାସ୍ତା VS ଭୋଟ; ଯେପର୍ଯ୍ୟନ୍ତ ରାସ୍ତା କାମ ନ ହୋଇଛି, ଭୋଟ ବର୍ଜନ କରିବାକୁ ଚେତାବନୀ

ମୟୁରଭଞ୍ଜ: (ଓଡ଼ିଶା ଭାସ୍କର) ଗାଁରେ ଫଳକ ଲାଗିଛି ହେଲେ ହୋଇ ନାହିଁ ରାସ୍ତା କାମ। ତେବେ ଏହି ସମସ୍ୟା ପାଉଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ସୁଫଳ ନମିଳିବାରୁ ଶେଷରେ ଏମିତି କିଛି…

ଘାଟକୋପର ହୋର୍ଡିଂ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୮୮ ଜଣ ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ରର ଘାଟକୋପରରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ହୋର୍ଡିଂ ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁମ୍ବାଇର ଘାଟକୋପରରେ ହୋଇଥିବା ହୋର୍ଡିଂ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।…

ସ୍ୱାଧୀନତା ପରେ ସବୁଠୁ ଅଧିକ ଦରଦାମ୍ ବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ଥିଲା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ଏହି ଦେଶରେ ଅଧିକ ଦରବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିଲା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ…

BREAKING…ଟ୍ରେନ ଲାଇନ୍‌ରୁ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦୁଝର: (ଓଡ଼ିଶା ଭାସ୍କର) ହରିଚନ୍ଦନପୁର ବ୍ଲକ୍‌ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ଏବିଡିଓ ବିଦୁଭୂଷଣ ଜେନାଙ୍କ ମୃତଦେହ ଠାବ କଲା ଜିଆର୍‌ପି । ହରିଚନ୍ଦନପୁର ଫ୍ଲାଏଓଭର ତଳ ଟ୍ରେନ ଲାଇନ୍‌ରୁ ଉଦ୍ଧାର…