ଇରାନରେ ମାଲବାହୀ ଜାହାଜ କବଜା କରାଯିବା ଘଟଣା; ଭରତ ଫେରିଲେ ଜଣେ ମହିଳା କ୍ରୁ ମେମ୍ବର

ନୂଆଦିଲ୍ଲୀ: ଇରାନରେ ଜବତ ହୋଇଥିବା ମାଲବାହୀ ଜାହାଜ ଏମଏସସି ଏରିସରେ କାମ କରୁଥିବା କେରଳର ଏନ ଟେସା ଜୋସେଫ୍ ଭାରତ ଫେରିଛନ୍ତି । ଏପ୍ରିଲ ୧୩ ରେ ଇରାନ ନୌସେନା ଭାରତ ଆସୁଥିବା ମାଲବାହୀ ଜାହାଜ ଏମଏସସି ମେଷକୁ ଜବତ…

ୟୁଏଇରେ ପ୍ରବଳ ବର୍ଷା ପରେ ଦୁବାଇ ବିମାନ ବନ୍ଦରରେ ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆଖପାଖ ଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁବାଇ ଇଣ୍ଟରନ୍ୟାସନାଲର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମଙ୍ଗଳବାର ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୟୁଏଇର ରାସ୍ତାରେ, ବିମାନବନ୍ଦରରେ…

ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା; ଡାକ୍ତର-ନର୍ସଙ୍କ ନାଁରେ ଥାନାରେ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଡାକ୍ଟରଙ୍କ ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା । ଝିଅକୁ ମାରିଦେଇଥିବା ଅଭିଯୋଗରେ ରାତିରେ ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସଙ୍କ ନାଁରେ ଥାନାରେ ମାମଲା । ଗତକାଲି…

କାହିଁକି ପୁରୁଷଙ୍କ ଯୌନାଙ୍ଗରେ ହୋଇଥାଏ କର୍କଟ; କିପରି ନିଜକୁ ରଖିବେ ସୁରକ୍ଷିତ?

ଓଡ଼ିଶା ଭାସ୍କର: ଆଧୁନିକ ଜୀବନ ଶୈଳି, ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଯତ୍ନନେବା ଭୁଲି ଗଲେଣି। ଅର୍ଥ ରୋଜଗାର କରିବା ଓ ନିଜର ଆଭିଜାତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ମଣିଷ ନିଜ ଶରୀରର ଯତ୍ନ ନେବା ସତେ ଯେପରି…

ଚିନ୍ତା ବଢାଇଲାଣି ଏଚ୍୫ଏନ୍୧ ଏଭିଆନ୍ ଫ୍ଲୁ; ମଣିଷକୁ ବ୍ୟାପିବା ଆଶଙ୍କା ନେଇ ‘WHO’ର ଚେତାବନୀ 

ନୂଆଦିଲ୍ଲୀ: ଏଚ୫ଏନ୧ ଏଭିଆନ୍ ଫ୍ଲୁ ମଣିଷ ସମେତ ପୂର୍ବରୁ ପ୍ରଭାବିତ ହୋଇନଥିବା ପ୍ରଜାତିରେ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଉଦ୍ ବେଗ ପ୍ରକାଶ କରିଛି। ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର…

ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ; ଦେଉଥିଲେ ୨୦% ସୁଧର ଲୋଭନୀୟ ଅଫର୍

ଭୁବନେଶ୍ଵର: କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ ଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି…

ସିଏଏ, ଏନଆରସି ଏବଂ ୟୁସିସି ଲାଗୁ ନ କରିବାକୁ ଟିଏମସି ଇସ୍ତାହାରରେ ପ୍ରତିଶ୍ରୁତି

କୋଲକାତା: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅର୍ଥନୈତିକ ପରାମର୍ଶଦାତା ଅମିତ ମିତ୍ର…

ଯଦି ସମ୍ବିଧାନ ବଦଳାଯାଏ ତେବେ ସଂରକ୍ଷଣର କ’ଣ ହେବ?; ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସାହାରନପୁରରେ ଏକ ନିର୍ବାଚନୀ ରାଲିରେ ପ୍ରଶ୍ନ କରିଛନ୍ତି ଯେ ବିଜେପି ନେତାମାନେ କାହିଁକି ସମ୍ବିଧାନ ପରିବର୍ତ୍ତନ କଥା କହୁଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି,…

Summer Tips: ଦୁର୍ଗନ୍ଧଯୁକ୍ତ ଝାଳରୁ ପାଆନ୍ତୁ ମୁକ୍ତି, କରନ୍ତୁ ଏହି ଘରୋଇ ଉପଚାର, ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: ଖରାଦିନେ ଝାଳ ବାହାରିବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ଝାଳ ଦୁର୍ଗନ୍ଧ ବ୍ୟାପିବା ଆରମ୍ଭ କରେ, ସେତେବେଳେ ଏହା ଲଜ୍ଜାର କାରଣ ପାଲଟିଯାଏ । ଏଭଳି ସ୍ଥିତିରେ ଅନେକ ଲୋକ ବାହାରକୁ ଯିବାକୁ…

ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ’ । ‘ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର…