fbpx

କ୍ରିକେଟ୍ ଖେଳ ଭିତରେ ପଡିଆରେ ନମାଜ୍ ପଢିବା ପରେ ଏବେ ମହମ୍ମଦ ରିଜ୍‌ୱାନଙ୍କୁ ମିଳିବ ଦଣ୍ଡ !

ଓଡ଼ିଶା ଭାସ୍କର: ଖେଳ ପଡିଆ ମଝିରେ ନମାଜ୍ ପଢିଲେ । ଖେଳାଳି ହୋଇ ଧର୍ମର ପ୍ରଦର୍ଶନ କଲେ । କ୍ରୀଡା ଭାବନାର ଧଜ୍ଜିୟା ଉଡାଇଲେ । ଭାରତୀୟ ଓକିଲ ଆଇସିସିରେ ଫେରାଦ୍ ହେଲେ । ୨୦୨୩ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍…

୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ; ଭୁଷୁଡିଲା ହାଇସ୍କୁଲ କାନ୍ଥ

ଗଁଦିଆ: (ଓଡ଼ିଶା ଭାସ୍କର) ୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ । ଭୁଷୁଡିଲା ଫାଇଭଟି ଅଧିନରେ ଚାଲିଥିବା ସୁଦର୍ଶନ ବିଦ୍ୟା ଭବନ ହାଇସ୍କୁଲ କାନ୍ଥ । କୋମଳମତି ଶିଶୁଙ୍କ ଜୀବନ ସହ ଖେଳିବାକୁ କିଏ ଦେଲା…

ଆଜିଠୁ ଶମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ବାରିପଦା: (ଓଡ଼ିଶା ଭାସ୍କର) ଆଜିଠାରୁ ଶିମିଳିପାଳରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ଉତ୍ତର ଶିମିଳିପାଳ ଓ ଦକ୍ଷିଣ ଶିମିଳିପାଳ ସହ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ…

ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ

ଓଡ଼ିଶା ଭାସ୍କର: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା । ଇସ୍ରାଏଲ ପକ୍ଷରୁ ରକେଟ ମାଡ଼ ହୋଇଥିବା ହମାସ୍‌ର ଅଭିଯୋଗ । ହମାସ୍‌ର ଅଭିଯୋଗକୁ…

ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମା’ !; ଜଙ୍ଗଲରୁ ମୃତଦେହ ଠାବକରି ମାଆକୁ ଅଟକ ରଖିଲା ପୋଲିସ

ବାଲିଗୁଡ଼ା: (ଓଡିଶା ଭାସ୍କର) ଚାରି ବର୍ଷର ଝିଅକୁ ମାରି ପୋତିଦେଲା ମାଆ । ସାରଙ୍ଗରୁ ଆସିଲା ହୃଦୟ ବିଦାରକ ଖବର । ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମାଆ ! ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଛି ପୋଲିସ ।…

ଚା’କୁ ନେଇ ଆସିଲା ବଡ଼ ତଥ୍ୟ; କ୍ଷୀର ଚା’ ପିଇଲେ ଚାଲିଯିବ ଜୀବନ !

ଓଡ଼ିଶା ଭାସ୍କର: ଚା' ଭାରତୀୟ ଲୋକଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ । ଚା' ପ୍ରେମୀମାନଙ୍କୁ ସକାଳୁ ବିଞ୍ଚଣା ଛାଡିବା ମାନେ ଚା' ଦରକାର । ଆଜି ବି ବଜାରରେ ସବୁଠାରୁ ବଡ ଭିଡ଼ କେବଳ ଚା' ଦୋକାନରେ ଲାଗିଥାଏ ।…

ଇସ୍ରାଏଲ-ହମାସ ଯୁଦ୍ଧ: ହାମାସର ମୁଖ୍ୟ କମାଣ୍ଡର ନିହତ, ଆସନ୍ତାକାଲି ଗାଜାର ତେଲ୍ ଅବିବରେ ପହଞ୍ଚିବେ ଜୋ ବାଇଡେନ୍

ଓଡ଼ିଶା ଭାସ୍କର: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୧ତମ ଦିନରେ ଜାରି ରହିଛି। ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା।…

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ; ଏସପ୍ଲାନେଟ୍ ମଲ୍ ଆଗରୁ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ । ଏସପ୍ଲାନେଟ୍ ମଲ୍ ଆଗରୁ ଯୁବକଙ୍କୁ ଅପହରଣ । ଏକ କାରରେ ଆସି ଉଠାଇନେଲେ ଚାରି ରୁ ପାଞ୍ଚ ଯୁବକ । ସନ୍ଧ୍ୟା ବେଳେ ରସୁଲଗଡ଼ ଏସପ୍ଲାନେଟ୍…

ପୁଣି ଖାକିରେ ଦାଗ; ଗୁଣିଗାରେଡି ଆଳରେ ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହୋମଗାର୍ଡ ଗିରଫ

ମୟୁରଭଂଜ: (ଓଡ଼ିଶା ଭାସ୍କର) ପୁଣି ଖାକିରେ ଲାଗିଲା ଦାଗ, ଗୁଣିଗାରେଡି ଆଳରେ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ହୋମଗାର୍ଡ । ସମାଜ ଯେତେ ଆଗକୁ ଗଲେ ମଧ୍ୟ ଅନ୍ଧବିଶ୍ବାସ ଗୁଣିଗାରେଡି ବିବାଦ ପିଛା…

ଏସୀୟ କ୍ରୀଡ଼ାର ପଦକ ବିଜେତାଙ୍କୁ ପୁରସ୍କାର ରାଶି ଘୋଷଣା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଓଡ଼ିଶା ଭାସ୍କର: ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ବିଜେତାଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ଦେବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…