fbpx

ଧ୍ଵଂସ ସ୍ତୂପର ଧୂଳିରେ ପୋତି ହୋଇଗଲାଣି ମାନବିକତା; ସବୁଠି ଯୁଦ୍ଧର ବିଭତ୍ସ-ବର୍ବରତାର ଚିତ୍ର

ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ: ଏଠି ଦିଗହରା ହୋଇଗଲାଣି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ସବୁଠି ଯୁଦ୍ଧର ବିଭତ୍ସ, ବର୍ବର ଓ ଭୟାନକ ଚିତ୍ର । ଗତ ଦଶନ୍ଧି ମଧ୍ୟରେ ଗାଜା ମାଟିରେ ଇସ୍ରାଏଲ ସବୁଠାରୁ ବଡ଼ ପ୍ରତିକ୍ରିୟା…

ଦୁର୍ଗାପୂଜା ଲାଗି ଲୋକଙ୍କୁ ସଚେତନ କରାଇଲେ ମମତା ବାନାର୍ଜୀ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଦୂର୍ଗାପୂଜା, ଏବେଠୁ ଚଳଚଞ୍ଚଳ ହେଲାଣି କଲିକତା ସହର । ଦୁର୍ଗାପୂଜା ଲାଗି ରାଜ୍ୟରେ କିପରି ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ ନହେବ ସେଥିପ୍ରତି ବିଶେଷ ଧ୍ୟାନ ରଖିଛନ୍ତି ଦିଦି । କୌଣସି…

ଏସୀୟ ପାରା କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ

ଓଡ଼ିଶା ଭାସ୍କର: ଏସୀୟ ପାରା କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ । ଏସୀୟ ପାରା କ୍ରୀଡ଼ାରେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ୱିନୀ ନାୟକ, ଭି.ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଫୁଲ୍ଲ…

ସୂ‌ର୍ଯ୍ୟୋପରାଗ ପ୍ରଭାବ: ମାସେ କାଳ କଲବଲ ହେବେ ଏହି ରାଶିର ଲୋକ

ଓଡ଼ିଶା ଭାସ୍କର: ଆଜି ହେଉଛି ବର୍ଷର ଶେଷ ସୂର୍ଯ୍ୟୋପରାଗ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥର ସୂ‌ର୍ଯ୍ୟୋପରାଗ କେବଳ ଗୋଟିଏ ରାଶିକୁ ପୂରା ମାସ ଯାକ କଲବଲ କରିପାରେ। ଏହି ପରାଗ କନ୍ୟା ରାଶିରେ ଲାଗିବ। ସେଥିଲାଗି…

ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ମା’ବିରଜାଙ୍କ କ୍ଷେତ୍ର: ନାଭିଗୟାରେ ପିଣ୍ଡଦାନ କଲେ ଶହ ଶହ ଶ୍ରଦ୍ଧାଳୁ

ଯାଜପୁର: (ଓଡ଼ିଶା ଭାସ୍କର) ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇ ମହାଳୟାରେ ଶେଷ ହୋଇଥାଏ ଅପରପକ୍ଷ ବା ପିତୃପକ୍ଷ । ପିତୃଲୋକଙ୍କୁ ଆବାହନ କରି ଏହି ଦିନ ପିଣ୍ଡଦାନ କରାଯାଇଥାଏ । ମହାଳୟା ଅମାବାସ୍ୟାରେ ପିତୃକୁଳ…

୨୦୫୦ ପୂର୍ବରୁ ବିକଶିତ ଦେଶଗୁଡ଼ିକୁ ‘କାର୍ବନ ମୁକ୍ତ’ କରିବାକୁ ପ୍ରୋତ୍ସାହିତ କରିବ ଭାରତ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ୨୦୫୦ ସୁଦ୍ଧା ବିକଶିତ ଦେଶଗୁଡ଼ିକୁ କାର୍ବନ ମୁକ୍ତ ହେବା ପାଇଁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ଭାରତ । ଆବଶ୍ୟକତା ପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବାକୁ ଅଧିକ ସମୟ ଦେବ ବୋଲି…

ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ‘Night Shift’: ଜାଣନ୍ତୁ କିପରି ରହିବେ ସୁସ୍ଥ ?

ଓଡ଼ିଶା ଭାସ୍କର: ନାଇଟ୍ ସିଫ୍ଟ ଚାକିରି ଅନେକଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ହସ୍ପିଟାଲ, ଥାନା, ଅଗ୍ନିଶମ ବାହିନୀ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଅନେକ ସ୍ଥାନରେ ନାଇଟ୍ ସିଫ୍ଟରେ କାମ କରିବାକୁ ପଡ଼ୁଛି । ତେବେ ନାଇଟ୍…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଶୁଭମନ ଗିଲ୍ ୯୯ ପ୍ରତିଶତ ଫିଟ୍: ରୋହିତ ଶର୍ମା

ଓଡ଼ିଶା ଭାସ୍କର: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଏକ ପ୍ରେସ୍ ମିଟରେ ଶୁବମନ ଗିଲଙ୍କ ବିଷୟରେ ବଡ଼ ତଥ୍ୟ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଗିଲ୍ ମ୍ୟାଚ୍ ପାଇଁ ୯୯ ପ୍ରତିଶତ ଫିଟ୍ ଥିବା କଥା କହିଛନ୍ତି ରୋହିତ୍…

ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି; ମହାଳୟା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ । ଚଳିତ ବର୍ଷ ଦୁଇଟି…

କାର୍‌ରେ ଛେଳି ଚୋରି ଘଟଣା: ଥାନାର ଦ୍ୱାରସ୍ଥ ହେଲେ ମାଲିକ, ମାମଲା ରୁଜୁକରି ଚୁପ ବସିଛି ପୋଲିସ୍

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଙ୍କିଲ ଗାଁ'ରୁ ଛେଳି ଚୋରି ହେବା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛେଳି ମାଲିକ । ତାଙ୍କ ରିପୋର୍ଟ ମୁତାବକ କଳା ରଙ୍ଗର ଏକ କାର ଭିତରେ ୧୦ ଟି…