fbpx

BREAKING ଭୁବନେଶ୍ୱରରେ ଲୁଟର ନୂଆ ତରିକା: ସମଲିଙ୍ଗୀ ଯୌନ ସମ୍ପର୍କ ମାଧ୍ୟମରେ ବ୍ଲାକମେଲିଂ କରି ଲୁଟୁଛନ୍ତି ନାବାଳକ ଗ୍ୟାଙ୍ଗ୍

ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଦୁଇ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା ।…

ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ବିଲେଇକୁ ଉଦ୍ଧାର କରବାକୁ ଯାଇ କୂଅରେ ପଡ଼ି ଜଣେ ମୃତ । ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ପଟିଆ ଷ୍ଟେସନ ନିକଟ ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର ପାଇଁ…

ପାଣି ଭିତରେ ଶିକାରୀ ଓ ଶିକାର; ଜୀବନ ଓ ମୃତ୍ୟୁର ଲଢେଇରେ ବଞ୍ଚିବାକୁ ସଙ୍ଘର୍ଷ

ଓଡ଼ିଶା ଭାସ୍କର: ଆପଣମାନେ କୁମ୍ଭୀର ଦେଖିଥିବେ ନିଶ୍ଚୟ । ସେ କେତେ ଭୟଙ୍କର ତାହା ବି ଆପଣମାନେ ଜାଣନ୍ତି । କୁମ୍ଭୀର ବି କାହାର ଶିକାର ହେଇପାରେ କେବେ ଭାବିଛନ୍ତି କି ? ହେଲେ ବେଳେବେଳେ ଏମିତି ବି ହୁଏ ସବୁବେଳେ…

ଏଥର ଧଳା ଶାଢ଼ି ପିନ୍ଧିବନି ଧରଣୀ

ଓଡ଼ିଶା ଭାସ୍କର: ଶରତ ଋତୁ ଆସିଲେ ରାସ୍ତା କଡ଼, ନଦୀ ପଠା ଓ ଧାନ ବିଲରେ ହାଲୁକା ପବନରେ ଖିଲି ଖିଲି ହସିଉଠେ କାଶତଣ୍ଡୀ । ହେଲେ ଜଳବାୟୁର ପରିବର୍ତ୍ତନ, ଅଜି କାଶତଣ୍ଡିକୁ ଆସିବାକୁ ଦେଉନାହିଁ । ସେ ଘାସର ଗାଲିଚାରେ…

(Video) ଇସ୍ରାଏଲ୍-ହମାସ ଯୁଦ୍ଧ; ପିଲାଙ୍କ ସାମ୍ନାରେ ବାପା-ମାଆଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଛାତିଥରା କଥା ବଖାଣିଲେ ନାଗିନ୍ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ନାଗିନ ଅଭିନେତ୍ରୀ ମଧୁରା ନାଏକ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବର୍ତ୍ତମାନ ଦୁଃଖରେ । ଇସ୍ରାଏଲ-ହାମାସ ଯୁଦ୍ଧରେ ତାଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର…

ମାନସିକ ରୋଗୀଙ୍କ ପାଇଁ କାହିଁକି କଷ୍ଟକର ହୋଇଥାଏ ପାର୍ବଣ ଋତୁ ?

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଆମ ଦେଶରେ ମାନସିକ ରୋଗ ବିଷୟରେ ଶିକ୍ଷା ଓ ସଚେତନତାର ଅଭାବ ଥିବାରୁ ମାନସିକ ରୋଗକୁ ଲୁଚାଇ ରଖାଯାଏ । ବର୍ତ୍ତମାନ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯୁବବର୍ଗଙ୍କ ଲାଗି ସବୁଠାରୁ ମାରାତ୍ମକ…

କାଳିଆ ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିର ପରିସରରେ ଟଳି ପଡ଼ିଲେ ଭକ୍ତ

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ । ମୃତ ଭକ୍ତ ଉତ୍ତରପ୍ରଦେଶ ଝାଂସିର ରାୟନ ପ୍ରସାଦ ସେନ। ମନ୍ଦିର ପରିସରରେ ବୁଲୁଥିବାବେଳେ ହଟାତ୍ ଅଚେତ ହୋଇ ଟଳି ପଡ଼ିଥିଲେ ଭକ୍ତ ।…

ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବା ପାଇଁ ନିଜକୁ ଶୁଦ୍ଧ ରଖିବେ ରଣବୀର

ମୁମ୍ବାଇ: (ଓଡ଼ିଶା ଭାସ୍କର) ନୀତୀଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'ରେ ଭଗବାନ ରାମଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ରଣବୀର କପୁର । ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ଫିଲ୍ମରେ ସେ 'ରାମଙ୍କ…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଆରମ୍ଭ ହେଲା ମୃତଦେହ ହସ୍ତାନ୍ତର ପ୍ରକ୍ରିୟା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଏମ୍‌ସରୁ ଶେଷକୃତ୍ୟ ପାଇଁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେଲା । ଚିହ୍ନଟ ହୋଇନଥିବା ଓ ଦାବିଦାର ନଥିବା ୨୮ଟି ମୃତଦେହ । ଚିହ୍ନଟ ହୋଇନଥିବା ମୃତଦେହ ସବୁ ପ୍ରାୟ ୪ ମାସ ହେବ…

(Viral Video) ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଶଂସା ସାଉଁଟୁଛନ୍ତି ବିଦେଶୀ; ଗୋଟିଏ ଥାଳିରେ ପରଷିଲେ ଭାତ, ଡାଲି ଓ ଆଳୁ ଭଜା….

ଓଡ଼ିଶା ଭାସ୍କର: ଦିନକୁ ଦିନ ବଢୁଛି ଓଡ଼ିଆ ଖାଦ୍ୟର ଚାହିଦା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନେକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି ବେଳର ଭିଡିଓ । ଖାଲି ଆମ ଦେଶ ନୁହେଁ ବରଂ ବିଦେଶରେ ବି ଓଡ଼ିଆ ଖାଦ୍ୟ…