ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅନାଥ-କିନ୍ନରଙ୍କୁ ସାମିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ଉଚ୍ଚ ଶିକ୍ଷାରେ ସହାୟତା ଯୋଗାଇଦେବେ ରାଜ୍ୟ ସରକାର। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ…

କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ଗାଁ’ ରାସ୍ତାରେ ଛୁରି ଭୁସି ହତ୍ୟା

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଲା ସାଙ୍ଘାତିକ ଖବର । କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ହତ୍ୟା କରାଯାଇଛି । କଇରାଶି ଗାଁ ଶେଷ ମୁଣ୍ଡ ରାସ୍ତାରେ ଛୁରି ଭୁସି ହତ୍ୟା । ଅସୁସ୍ଥ ମାଆ ପାଇଁ ମେଡିସିନ୍…

Unnatural Sex ପାଇଁ ବାଧ୍ୟ କରିବାରୁ ସ୍ୱାମୀର ଗୁପ୍ତାଙ୍ଗକୁ କାମୁଡ଼ିଦେଲା ସ୍ତ୍ରୀ; ସ୍ୱାମୀ ଗୁରୁତର

ହମୀରପୁର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶର ହମୀରପୁରରେ ଘଟିଛି ଏକ ଅଭବନୀୟ ଘଟଣା । ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସ୍ବାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ । ବିବାହ ପରେ ସ୍ବାମୀ…

(Video) ରାଜଧାନୀର ନୂଆ ଆକର୍ଷଣ ‘ବରମୁଣ୍ଡା’; ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ। ସାରା ଦେଶକୁ ଚମକାଇବ ରାଜଧାନୀ ଭୁବନେଶ୍ୱରର ନୂଆ ଆକର୍ଷଣ। ଏମିତି ଏକ ସ୍ଥାନ ପାଇଁ ତିଆରି ହେଉଛି ହୋଇଯିବେ ଲୋକେ। ବିଦେଶୀ ମଲ୍ କିମ୍ବା ଏକ…

ନୀତୀଶ କୁମାରଙ୍କ ‘ୟୁ-ଟର୍ଣ୍ଣ’କୁ ନେଇ ପରିହାସ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୂର୍ଣ୍ଣିଆରେ ରାଲିରେ ନୀତୀଶ କୁମାରଙ୍କୁ ପରିହାସ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ପୁଣି ଥରେ ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି।…

ଶ୍ରୀମନ୍ଦିର ଭିତରେ ମାରପିଟ୍; ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ ହେଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଭିତରେ ମାରପିଟ୍, ଦୁଇ ସେବାୟତଙ୍କ ଭିତରେ ହାତାହାତି ସ୍ଥିତି ଉପୁଜିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ସେବାୟତ ମୁହାଁମୁହିଁ ହୋଇଥିବା ଖବର ରହିଛି । ଚୂନେରା ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ…

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ…

ସାମ୍ନାକୁ ଆସିଲା ବଡ଼ ଧରଣର ହନିଟ୍ରାପ୍ ମାମଲା; ସାମ୍ବାଦିକ, ପୋଲିସ କର୍ମଚାରୀଙ୍କ ସମେତ ୪ ଗିରଫ

ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ହନିଟ୍ରାପ୍ ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଫେରାର ଥିବା କୁହାଯାଉଛି। ଏହି ୪ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି।…

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ 'ଏମ୍ଡିପି' ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର…

ସୁଡ଼ାନ-ଦକ୍ଷିଣ ସୁଡ଼ାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫୨ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ସୁଡ଼ାନ ଓ ଦକ୍ଷିଣ ସୁଡ଼ାନ ସୀମାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷରେ ଦୁଇ ଜଣ ସୁପକ୍ଷାକର୍ମୀଙ୍କ ସମେତ ୫୨ ଜଣ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛି ଜାତିସଂଘ । ଏହି ସଂଘର୍ଷରେ…