fbpx

ମୋ ଆଧାର ମୋ ପରିଚୟରେ ସାମିଲ ହେଲେ ଅଗ୍ରପୂଜ୍ୟ ଗଣେଶ

କଟକ: ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ଏବେ ଅଛି ଆଧାର କାର୍ଡ । ଏବେ ଗଣେଶ ବି ବନାଇ ସାରିଛନ୍ତି ଆଧାର କାର୍ଡ । ମୋ ଆଧାର ମୋ ପରିଚୟରେ ସାମିଲ ହୋଇଯାଇଛନ୍ତି । ହଁ ଆଜ୍ଞା ଏବେ ଶ୍ରୀ ଗଣେଶଙ୍କ ର ଆଧାରକାର୍ଡ ସମସ୍ତେ ଦେଖି…

ସିନେମା ହଲ୍‌ରେ ଇତିହାସ ସୃଷ୍ଟି କରିବାସହ ୮୮୩ କୋଟି ଆୟ କରିସାରିଲାଣି ‘ଯବାନ’

ଓଡ଼ିଶା ଭାସ୍କର: ସିନେମା ହଲ୍‌ରେ ଇତିହାସ ସୃଷ୍ଟି କରିବାରେ ଲାଗିଛି ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଯବାନ’। ରିଲିଜ୍‌ ହେବା ଦିନରୁ ପ୍ରଶଂସକଙ୍କର ଜବରଦସ୍ତ ମନୋରଞ୍ଜନ କରାଉଥିବା ଏହି ସିନେମାଟି ପ୍ରଥମ ଦିନରୁ ଯାଦୁ…

ନିପା ଭାଇରସରେ ସଂକ୍ରମିତ ୩୫୨ ଜଣଙ୍କ ଅବସ୍ଥା ଗୁରୁତର

ଓଡ଼ିଶା ଭାସ୍କର: କେରଳ କୋଜିକୋଡେରେ ଗତ ଚାରି ଦିନ ମଧ୍ୟରେ ନିପା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି। ଗତକାଲି ପରୀକ୍ଷା ହୋଇଥିବା ୪୨ଟି ନମୁନାରେ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇ ନାହିଁ।…

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଖଡ଼ଗେ ଓ ନିର୍ମଳାଙ୍କ ରାଜନୈତିକ ବୟାନବାଜୀ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଜାରିରହିଛି ରାଜନୈତିକ ବୟାନବାଜୀ। ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର କହିଛନ୍ତି ଯେ ୨୦୧୦ମସିହାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଥିଲା,…

ଚାରି ବର୍ଷ ପରେ ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା !

ଓଡ଼ିଶା ଭାସ୍କର: ବିବାହର ଚାରି ବର୍ଷ ପରେ ସାଉଥ୍ ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ…

ମାଛ ଧରି ଫେରୁଥିବାବେଳେ ଘଟିଲା ଅଘଟଣ; ମୁହାଣ ନିକଟରେ ଓଲଟି ପଡ଼ିଲା ଡଙ୍ଗା

ପାରାଦୀପ: ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ, ହେଲେ ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାଟି…

ହିନ୍ଦୁମାନେ କିପରି ପଥରକୁ ଭଗବାନ ମାନୁଛନ୍ତି… ମନ୍ଦିର ଯାଇ ଏପରି କହିଲେ ପାକିସ୍ତାନୀ ଟିକ୍ ଟକ୍ ଆକ୍ଟର ହାରିମ୍ ଶାହ

ଓଡ଼ିଶା ଭାସ୍କର: ପାକିସ୍ତାନୀ ଟିକ୍ ଟକ୍ ଆକ୍ଟର ହାରିମ୍ ଶାହ ଅନେକ ସମୟରେ ଭାରତ ବିରୋଧରେ ବିବାଦୀୟ କଥା କହୁଥିବା ସାମ୍ନାକୁ ଆସୁଛି । ନିକଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ହାରିମ୍ ଶାହା ଭାରତକୁ ଉପହାସ କରିଥିଲେ।…

ଏନକାଉଣ୍ଟରରେ ନିହତ ହେଲା ଲସ୍କର ଆତଙ୍କବାଦୀ ଉଜେର ଖାନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ଲସ୍କର-ଇ-ତୋଏବା ଆତଙ୍କବାଦୀ ଉଜେର ଖାନଙ୍କୁ ନିପାତ କରିଛି ସୁରକ୍ଷାବାହିନୀ। କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ଅନନ୍ତନାଗରେ…

ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିର ଗଲେ ଉର୍ଫି ଜାଭେଦ: ପ୍ରଥମ ଥର ପାଇଁ ଉର୍ଫିଙ୍କୁ ଏଭଳି ପୋଷାକରେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ସୋସିଆଲ ମିଡିଆ…

ନୂଆଦିଲ୍ଲୀ: ସାରା ଦେଶରେ ଗଣେଶ ପର୍ବ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ହେଲେ ସାଧାରଣତଃ ଦେଖାଯାଏ ସିନେ ଷ୍ଟାରମାନେ ଅଧିକ ଉତ୍ସାହର ସହ ପାଳନ କରିଥାନ୍ତି। କେହି କେହି ଘରେ ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରିଥାନ୍ତି…

ଦରସିଝା ମାଛ ଖାଇ ଆଙ୍ଗୁଠି ହରାଇଲେ ମହିଳା

ଓଡିଶା ଭାସ୍କର: ଦରସିଝା ‘ଟିଲେପିଆ’ ମାଛ ଖାଇ ଜଣେ ଆମେରିକୀୟ ମହିଳା । ହାତ-ଗୋଡ଼ର ସମସ୍ତ ଆଙ୍ଗୁଠି ହରାଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ‘ନ୍ୟୁୟର୍କ…