ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା; ଜିଲ୍ଲା ସଦରମହକୁମାରୁ ପୁରୀ ଧାମକୁ ଗଡ଼ିବ ବସ୍‌

ଭୁବନେଶ୍ଵର: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା । 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା । ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌…

ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ଏପରି କହିଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ: 'ଭାରତ ଯୋଡୋ ନ୍ୟାୟ ଯାତ୍ରା' କାର୍ଯ୍ୟକ୍ରମ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ବର୍ତ୍ତମାନ ଏହି ଯାତ୍ରା ଆସାମରେ ଚାଲୁଛି । ଗୁରୁବାର ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧି କହିଛନ୍ତି, ଭାରତର…

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ; ଗିରଫ ହେଲେ ମାଷ୍ଟରମାଇଣ୍ଡ ଶିକ୍ଷକ

ବଲାଙ୍ଗିର: ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ ହୋଇଛି । ଗିରଫ ହେଲେ ମାଷ୍ଟରମାଇଣ୍ଡ ରାୟଗଡ଼ାର ପ୍ରାଥମିକ ଶିକ୍ଷକ ବୃନ୍ଦାବନ ମିନାକା । ବୃନ୍ଦାବନ ମିନାକାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ…

(Video) ଟ୍ରେନରେ ଯାତ୍ରୀଙ୍କୁ ଟିଟିଇଙ୍କ ମାଡ଼ ମାରିବା ଭିଡିଓ ଭାଇରାଲ; ରେଳବାଇ ନେଲା ଏହି କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ଯାତ୍ରୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଭାରତୀୟ ରେଳବାଇ ଜଣେ ଟିଟିଇଙ୍କୁ ନିଲମ୍ବିତ କରିଛି। ଏପରିକି ଏହି ଘଟଣାରେ ଖୋଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି…

ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ 'ନୂଆ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ,…

ଜାନୁଆରି ୧୮-୧୯ ଦୁଇ ଦିନ ବିଦ୍ୟୁତ୍ ବିଚ୍ଛିନ୍ନ ହେବ ବେଙ୍ଗାଲୁରୁ ସହର

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜାନୁଆରି ୧୮ ଓ ୧୯ ଦୁଇ ଦିନ ପାଓ୍ଵାର କଟ୍ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋର ବିଦ୍ୟୁତ ଯୋଗାଣ କମ୍ପାନୀ (ବେସ୍କମ୍) ଅନେକ ରକ୍ଷଣାବେକ୍ଷଣ…

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍‌

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍‌ । ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା…

ଲୋହିତ ସାଗରରେ ଆମେରିକୀୟ ଜାହାଜରେ ଡ୍ରୋନ୍ ଆକ୍ରମଣ; କାର୍ଯ୍ୟାନୁଷ୍ଠାନ ନେଲା ଭାରତୀୟ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ବୁଧବାର ରାତିରେ ଲୋହିତ ସାଗରରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଛି ଜେନ୍କୋ ପିକାର୍ଡି ନାମକ ଏକ ବ୍ୟବସାୟୀ ଜାହାଜ। ଆଡେନ ବନ୍ଦରଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣରେ ଏହି ଆକ୍ରମଣ ହୋଇଥିଲା, ଯାହା ପରେ…

ପାକିସ୍ତାନ ଆକ୍ରମଣରେ ୯ ଜଣ ବିଦେଶୀଙ୍କ ମୃତ୍ୟୁ: ଇରାନ ସରକାର

ନୂଆଦିଲ୍ଲୀ: ଇରାନର ସରକାରୀ ଗଣମାଧ୍ୟମ ଇରନା ଅନୁଯାୟୀ, ପାକିସ୍ତାନର ଆକ୍ରମଣରେ ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଇରାନର ଗୃହ ମନ୍ତ୍ରୀ ଅହମ୍ମଦ ୱାହିଦି କହିଛନ୍ତି ଯେ ଏହି ଆକ୍ରମଣରେ ୩ ଜଣ ମହିଳା, ୪ ଜଣ…

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍ଗା ବିବାଦକୁ ନେଇ କ’ଣ କହିଲେ ହେମା ମାଳିନୀ ?

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍ଗାହ ବିବାଦରେ ସର୍ଭେ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍ଗାହ…