fbpx

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ; ଗିରଫ ହେଲେ ମାଷ୍ଟରମାଇଣ୍ଡ ଶିକ୍ଷକ

ବଲାଙ୍ଗିର: ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ ହୋଇଛି । ଗିରଫ ହେଲେ ମାଷ୍ଟରମାଇଣ୍ଡ ରାୟଗଡ଼ାର ପ୍ରାଥମିକ ଶିକ୍ଷକ ବୃନ୍ଦାବନ ମିନାକା । ବୃନ୍ଦାବନ ମିନାକାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି ପୋଲିସ ।

ନିଯୁକ୍ତି ପୂର୍ବରୁ ୫, ପରେ ସାଢ଼େ ୮ ସହ ମୋଟ ୧୩.୫ ଲକ୍ଷ ନେଇଛନ୍ତି ବୃନ୍ଦାବନ ମିନାକା । ଉକ୍ତ ପ୍ରଥମିକ ଶିକ୍ଷକ ବୃନ୍ଦାବନ ମିନାକାଙ୍କୁ ଗିରଫ କରି ରାକେଟ୍‌ ପଛରେ ଥିବା ଲୋକଙ୍କୁ ଖୋଜୁଛି ପୋଲିସ ।

Get real time updates directly on you device, subscribe now.