ୟୁପି-ବିହାର ଭଳି ଘଟଣା ଓଡ଼ିଶାରେ; ଥାନାରେ ମାମଲା ପରେ ବି ଚୋରକୁ ଗିରଫ କଲାନି ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଘର ଭିତରୁ ଚୋରି ହେଲା । ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ CCTV ରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ଚୋରିର ମାସେ ପରେ ଚୋରକୁ ସେହି ଅଞ୍ଚଳରେ…

ବିଶ୍ୱ ଚେସ୍ ରାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: କ୍ଲାସିକ୍ ବର୍ଗରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରି ଫିଡେ ମାନ୍ୟତାରେ ଅଭିଜ୍ଞ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ଛନ୍ତି ଭାରତର ଚେସ୍ ଖେଳାଳି ଆର୍ ପ୍ରଜ୍ଞାନନ୍ଦ । ନେଦରଲାଣ୍ଡରେ…

ଜାନୁଆରୀ ୨୨ରେ ଅଯୋଧ୍ୟା ଯିବା ପ୍ରଶ୍ନରେ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । "୨୨ ତାରିଖରେ ମନ୍ଦିର ଉଦଘାଟନ ହେବ,…

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; କୁହୁଡି ଯୋଗୁଁ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଯୋଜନା

ନୂଆଦିଲ୍ଲୀ: ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ସପ୍ତାହ ଶେଷ ଆଡ଼କୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାର ରହିଛି ଯୋଜନା । ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲଲାଙ୍କ…

ଦିବ୍ୟାଙ୍ଗ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇପାରିବ ନାହିଁ; ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ: "ମୋଦି ଜୀ କହିଛନ୍ତି ଯେ ତାଙ୍କୁ ବିକଳାଙ୍ଗ କୁହନ୍ତୁ ନାହିଁ, ଦିବ୍ୟାଙ୍ଗ କୁହନ୍ତୁ, ତେଣୁ ଆଜି ଏହା ଏକ ଦିବ୍ୟାଙ୍ଗ ମନ୍ଦିର । ଆଉ ଏହି ଦିବ୍ୟାଙ୍ଗ ମନ୍ଦିରରେ କିପରି ପୂର୍ଣ୍ଣାଙ୍ଗ ଭଗବାନଙ୍କୁ ପ୍ରତିଷ୍ଠା…

୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇଲା ଆପଲ 

ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ସ୍ମାର୍ଟଫୋନ୍ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇ ସ୍ମାର୍ଟଫୋନ୍ ଦୁନିଆରେ ଏକ ନମ୍ବର ସ୍ଥାନ ହାସଲ କରିଛି ଆପଲ୍ ।…

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; ଦେଖନ୍ତୁ କିପରି ରହିଛି ମନ୍ଦିର ଗର୍ଭଗୃହର ଦୃଶ୍ୟ

ଓଡ଼ିଶା ଭାସ୍କର: ରାମ ମନ୍ଦିରର 'ପ୍ରାଣ ପ୍ରତିଷ୍ଠା' ସମାରୋହ ଆଉ ମାତ୍ର ଅଳ୍ପ ଦିନ ରହିଲା। ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ ଭବ୍ୟ ମନ୍ଦିର କିପରି ଦେଖାଯିବ ତାହା ଜାଣିବାକୁ ସାରା ଦେଶରେ ଲୋକମାନେ…

ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ ।ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପିସିସି ପ୍ରଭାରୀ ଅଜୟ…

ପୁଣି ଅଡୁଆରେ ମହୁଆ ମୈତ୍ର: ସରକାରୀ ବଙ୍ଗଳା ନ ଛାଡ଼ିଲେ ଜୋରଜବରଦସ୍ତ କରାଯିବ ଖାଲି

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ…

ଅଯୋଧ୍ୟା ଯାଉଥିବା ବାଣ ବୋଝେଇ ଟ୍ରକରେ ଲାଗିଲା ନିଆଁ; ଘଣ୍ଟା ଘଣ୍ଟା ଧରି ହେଲା ବିସ୍ଫୋରଣ

ଓଡ଼ିଶା ଭାସ୍କର: ଉନ୍ନାଓ ଜିଲ୍ଲାର ଖରଗିଖେଡ଼ା ଗାଁ ନିକଟରେ ଅଘଟଣ । ବାଣ ବୋଝେଇ ଏକ ଟ୍ରକରେ ସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଯାଇଛି । ଏହି କାରଣରୁ ଟ୍ରକ୍ ଟି ଜଳିବାକୁ ଲାଗିଥିଲା ଏବଂ ଘଣ୍ଟା ଘଣ୍ଟା ଧରି ବିସ୍ଫୋରଣ…