୨୬ରୁ ଅନୁଷ୍ଠିତ ହେବ ଆଦିବାସୀ ମେଳା; ରାଜଧାନୀ ରାତିରେ ଝଲସିବ ଜନଜାତିଙ୍କ ଜୀବନଶୈଳୀ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’। ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବା…

ଚୀନର ଚେତାବନୀକୁ ଫୁ; ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ କଲା ତାଇୱାନ

ଓଡ଼ିଶା ଭାସ୍କର: ତାଇୱାନ (ରିପବ୍ଲିକ୍ ଅଫ୍ ଚାଇନା)ରେ ଆଜି ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଶନିବାର ଦେଶର ୧.୯୫ କୋଟି ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ବର୍ତ୍ତମାନର…

ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କଲେ ଯୁବକ-ଯୁବତୀ

ଦଶମନ୍ତପୁର: (ଓଡ଼ିଶା ଭାସ୍କର) ଦଶମନ୍ତପୁର ଥାନା ଝଡ଼ିପାଇ ଗାଁରେ ଅଘଟଣ । ଗଛରୁ ଉଦ୍ଧାର ହେଲା ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ । ଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ଉଦ୍ଧାର ହେଲା ମୃତଦେହ । ଯୁବତୀଙ୍କ…

ବାଲେଶ୍ୱର; ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଦୀର୍ଘଦିନର ଅପେକ୍ଷାର ଅନ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌। ପତାକା ଦେଖାଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କ’ଣ ଭାବୁଛନ୍ତି ମାଳଦ୍ୱୀପର ମନ୍ତ୍ରୀ?

ଓଡ଼ିଶା ଭାସ୍କର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ତିନି ଜଣ କନିଷ୍ଠ ମନ୍ତ୍ରୀ ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ପର୍ଯ୍ୟଟନ ପାଇଁ ସମସ୍ୟା ସୃଷ୍ଟି କରିଛି। ମାଳଦ୍ୱୀପ ଭାରତୀୟ…

(Video)ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଭାବ; ୫୦ବର୍ଷ ମଧ୍ୟରେ ପ୍ରଥମ ଥର ବଜାରରେ ଦେଖାଦେଲା ‘ରାମଚରିତମାନସ’ର ଅଭାବ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗୀତା ପ୍ରେସ୍ ୫୦…

ଉଚ୍ଚଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା

ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜିଠୁ ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏହି ବ୍ୟବସ୍ଥାରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼…

ଲାଇଭ୍ ଟିଭି ଶୋ’ ବେଳେ ଟଳିପଡ଼ିଲେ କୃଷି ବିଶେଷଜ୍ଞ ଡ. ଅନି ଏସ୍ ଦାସ

ନୂଆଦିଲ୍ଲୀ: କେରଳରୁ ଆସିଲା ଏକ ଦୁଃଖଦ ଖବର । ଦୂରଦର୍ଶନ ଷ୍ଟୁଡିଓରେ ଲାଇଭ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଅଚେତ ହୋଇ ପଡ଼ି ଜଣେ କୃଷି ବିଶେଷଜ୍ଞଙ୍କ ମୃତ୍ୟୁ ଘଟିଛି। ପୋଲିସ ପକ୍ଷରୁ ଏହି ସୂଚନା ସାମ୍ନାକୁ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪ର୍ଥ ସମନ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ସମନ ପଠାଇଛି। ଇଡି ପକ୍ଷରୁ ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ସମନ। ଏହା ପୂର୍ବରୁ ସିବିଆଇ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ବିଶ୍ୱରେ ଉତ୍ସାହ; ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ମରିସସ୍ ସରକାର

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ ପୂର୍ବରୁ କେବଳ ଭାରତ ରେ ନୁହେଁ ବରଂ ସାରା ବିଶ୍ୱରେ ମଧ୍ୟ ଧାର୍ମିକ ଉତ୍ସାହ ବଢିବାରେ ଲାଗିଛି । ଏପରିକି ରାମଲାଲାଙ୍କ ପ୍ରାଣ…