ଆସନ୍ତାକାଲି ୧୨ ଜିଲ୍ଲାକୁ ଘନକୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ
ଭୁବନେଶ୍ୱର : ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ । ଗତ ତିନି ଦିନ ହେଲା ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ଦେଖାଦେଇନାହିଁ । ରାତିରେ ସାମାନ୍ୟ ଥଣ୍ତା ଅନୁଭୂତ…