ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇ ଦେଲା BMC; ଧାରଣାରେ କର୍ମଚାରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇଲା BMC। ଧାରଣାରେ ବସିଛନ୍ତି କର୍ମଚାରୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟସ୍ଥ…

(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌

ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି…

ନାଗପୁରରେ ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ନିଜର ୧୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦଳ ନାଗପୁରରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଗଡ଼…

Breaking…ଡମ୍ଫରକୁ ଧକ୍କା ଦେଲା ବସ; ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୨ ଯାତ୍ରୀ, ୧୪ ଆହତ

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଡମ୍ପର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଗଲା। ପୋଡ଼ି ହୋଇ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉପସ୍ଥିତ…

କେନ୍ଦୁଝର: ଆନନ୍ଦପୁର ଭାଲୁକୁମା ନିକଟରେ ଟ୍ରକ୍‌କୁ ପଛରୁ ପିଟିଲା ସ୍କୁଲ ପିକ୍‌ନିକ୍‌ ବସ୍‌, ୧୦ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ର କିଛି ଛାତ୍ରଛାତ୍ରୀ ସମ୍ବଲପୁର ପିକନିକ କରିବାକୁ ଯାଇ…

ଜାନୁଆରୀରୁ ଆରମ୍ଭ UPI ଟ୍ୟାପ୍ & ପେ ସେବା; ଆହୁରି ସହଜ ହେବ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି 'UPI ଟ୍ୟାପ୍ ଆଣ୍ଡ ପେ' ସେବା। ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ, ସର୍ବୋଚ୍ଚ ସଂସ୍ଥା ବିବରଣୀ ପ୍ରକାଶ କରିବା ପରେ ଡିଜିଟାଲ୍ ପେମେଣ୍ଟ୍ ପ୍ରୋଭାଇଡର୍ମାନଙ୍କୁ ଏହି…

ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା

ରାଉରକେଲା: (ଓଡ଼ିଶା ଭାସ୍କର) ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା । ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ…

ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏନ୍‌କାଉଣ୍ଟର; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହେଲା ଅପରାଧୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏନ୍‌କାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ପୋଲିସର ଏନ୍‌କାଉଣ୍ଟର। ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ, ଗୁରୁତର ଅବସ୍ଥାରେ କଟକ…

ଖୋଲା ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ଧରାଇବା ପାଇଁ ଜାରି ହେଲା ନମ୍ବର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଅଞ୍ଚଳରେ କଲୋନି, ଆବାସିକ ଅଞ୍ଚଳ, ମାର୍କେଟ୍ ଅଞ୍ଚଳରେ ଖୋଲା…

ଭକ୍ତଙ୍କ ପାଇଁ ଏହି ଦିନ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଯିବେ ଶ୍ରଦ୍ଧାଳୁ। ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପରେ ଖୋଲିବ ଚାରି ଦ୍ୱାର। ପୁରୀବାସୀଙ୍କ ପାଇଁ ରହିବନି କଟକଣା। ଏନେଇ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି।