(Video) ରାଜଧାନୀର ନୂଆ ଆକର୍ଷଣ ‘ବରମୁଣ୍ଡା’; ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ। ସାରା ଦେଶକୁ ଚମକାଇବ ରାଜଧାନୀ ଭୁବନେଶ୍ୱରର ନୂଆ ଆକର୍ଷଣ। ଏମିତି ଏକ ସ୍ଥାନ ପାଇଁ ତିଆରି ହେଉଛି ହୋଇଯିବେ ଲୋକେ। ବିଦେଶୀ ମଲ୍ କିମ୍ବା ଏକ…

ନୀତୀଶ କୁମାରଙ୍କ ‘ୟୁ-ଟର୍ଣ୍ଣ’କୁ ନେଇ ପରିହାସ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୂର୍ଣ୍ଣିଆରେ ରାଲିରେ ନୀତୀଶ କୁମାରଙ୍କୁ ପରିହାସ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ପୁଣି ଥରେ ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି।…

ଶ୍ରୀମନ୍ଦିର ଭିତରେ ମାରପିଟ୍; ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ ହେଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଭିତରେ ମାରପିଟ୍, ଦୁଇ ସେବାୟତଙ୍କ ଭିତରେ ହାତାହାତି ସ୍ଥିତି ଉପୁଜିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ସେବାୟତ ମୁହାଁମୁହିଁ ହୋଇଥିବା ଖବର ରହିଛି । ଚୂନେରା ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ…

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ…

ସାମ୍ନାକୁ ଆସିଲା ବଡ଼ ଧରଣର ହନିଟ୍ରାପ୍ ମାମଲା; ସାମ୍ବାଦିକ, ପୋଲିସ କର୍ମଚାରୀଙ୍କ ସମେତ ୪ ଗିରଫ

ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ହନିଟ୍ରାପ୍ ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଫେରାର ଥିବା କୁହାଯାଉଛି। ଏହି ୪ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି।…

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ 'ଏମ୍ଡିପି' ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର…

ସୁଡ଼ାନ-ଦକ୍ଷିଣ ସୁଡ଼ାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫୨ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ସୁଡ଼ାନ ଓ ଦକ୍ଷିଣ ସୁଡ଼ାନ ସୀମାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷରେ ଦୁଇ ଜଣ ସୁପକ୍ଷାକର୍ମୀଙ୍କ ସମେତ ୫୨ ଜଣ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛି ଜାତିସଂଘ । ଏହି ସଂଘର୍ଷରେ…

୨୦୨୪ରେ ମୋଦୀ କ୍ଷମତାକୁ ଆସିଲେ ଦେଶରେ ଆଉ ନିର୍ବାଚନ ହେବ ନାହିଁ; ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହେବ। ସୋମବାର ଓଡ଼ିଶାରେ ଏକ ସଭାରେ ଖାର୍ଗେ କହିଛନ୍ତି,…

ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର; ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟ ନିଷ୍ପତ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୧ତମ କ୍ୟାବିନେଟ୍ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଛି ଏବଂ ସେସବୁ ଅନୁମୋଦନ ହୋଇଛି । ସେଥିମଧ୍ୟରୁ…

ଉଗ୍ରବାଦୀ ସଂଗଠନ ‘ସିମି’ ଉପରେ ୫ ବର୍ଷ ପାଇଁ କଟକଣା ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ 'ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଇଣ୍ଡିଆ' (ସିମି) ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ପୁଣି ଥରେ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ…