‘ତାଳଗଜା’ କୁ ଜାଣିଥିବା ଶେଷ ପିଢ଼ି ଏବେର ବାପା-ମାଆ; ପିଲା ଦେଖି ପଚାରୁଛନ୍ତି ଇଏ କ’ଣ ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରି କରଣ ଭିତରେ ହଜିଗଲାଣି ଗାଉଁଲି ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି…