ବଡୋଦରା ଡଙ୍ଗା ଦୁର୍ଘଟଣା: ୧୪ ଜଣଙ୍କ ହୋଇଥିଲା ମୃତ୍ୟୁ, ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ବଡୋଦରାର ହରନି ହ୍ରଦରେ ଡଙ୍ଗା ଦୁର୍ଘଟଣା ଘଟଣାରେ ଗୁଜରାଟ ପୋଲିସ ଶୁକ୍ରବାର ୬ ଜଣଙ୍କୁ ଗିରଫ କରିଛି। ବଦୋଦରା ପୋଲିସ କମିଶନର ଅନୁପମ ସିଂ ଗେହଲଟ ଏଏନଆଇକୁ ଏହି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୬…