ଆସୁଛି ଆଉ ୨ଟି ଲଘୁଚାପ: ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨ ଦିନ ଧରି ବର୍ଷା ଲାଗି ରହିଛି । ଏହି ବର୍ଷା ଆହୁରି ୨ରୁ ୩ ଦିନ ଜାରି ରହିବ ବୋଲି…

ପିଏମ କିଷାନ ଯୋଜନାରେ ଏବେ ବାର୍ଷିକ କିସ୍ତି ସହ ମାସକୁ ମିଳିବ ୩୦୦୦ ଟଙ୍କା: ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ୨୦୦୦ ଟଙ୍କାର ୩ଟି କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି । ଏହା ସହ ଚାଷୀଙ୍କୁ ମାନଧନ ଯୋଜନାର ଲାଭ ବି ମିଳୁଛି ।…

ଏହି ନାମର ଝିଅଙ୍କ ଉପରେ ଥାଏ ମା’ଲକ୍ଷ୍ମୀଙ୍କ କୃପା: ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମିଳିଥାଏ ସଫଳତା

ନାମ ଜ୍ୟୋତିଷରେ କୌଣସି ବ୍ୟକ୍ତିର ନାମ ତାର ପରିଚୟ ସମ୍ପର୍କରେ ବହୁତ କିଛି କହିଥାଏ । ତେଣୁ ଜଣେ ବ୍ୟକ୍ତି ପାଇଁ ତାର ନାମ ବହୁତ ମହତ୍ଵପୁର୍ଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନାମ କେବଳ ବ୍ୟକ୍ତିର ପରିଚୟ ନୁହେଁ…

ବିମାନ ଯାତ୍ରା ପରେ ରେଲୱେର ବଡ଼ ପଦକ୍ଷେପ: ଏଣିକି ଅଧିକ ଲଗେଜ ନେଲେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: ଏଣିକି ଯାତ୍ରା କରିବା ପାଇଁ ଘରୁ ବାହାରିବା ପୂର୍ବରୁ ନିଜ ଲଗେଜର ଓଜନ ନିଶ୍ଚିତ ଯାଞ୍ଚ କରନ୍ତୁ । ଯେଉଁ ଜିନିଷର ଆବଶ୍ୟକତା ନାହିଁ, ତାହାକୁ ସାଙ୍ଗରେ ନିଅନ୍ତୁ ନାହିଁ । ଏହାକୁ ହଟାଇଦେବା ଉଚିତ୍, ନଚେତ୍…

ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ୩ ରଥ ନେବେ ଦକ୍ଷିଣ ମୋଡ଼ । ଏହାରି ମଧ୍ୟରେ ଆସିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶରଧାବାଲିରେ ଦକ୍ଷିଣ ମୋଡ଼ ନେବେ ୩ ରଥ ।…

ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା କରିପାରିବେ ରି-ଚେକିଂ, ଜାଣନ୍ତୁ କେବେଠୁ ଆବେଦନ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନୁଷ୍ଠାନିକ ଭାବେ ଆଜି ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇପାରିବେ । ରି-ଚେକିଂ…

ଓଡ଼ିଶାର ସରକାରୀ ମହାବିଦ୍ୟାଳୟରେ ୧୦୩୬ ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଯୋଗୁଁ ଏହାର ମାତ୍ରା ଆହୁରି ବଢ଼ିଯାଇଛି । କିନ୍ତୁ ଏବେ ବି ରାଜ୍ୟର ସରକାରୀ ମହାବିଦ୍ୟାଳୟରେ ୧୦୩୬ ଅଧ୍ୟାପକ ପଦବୀ ଖାଲି…

(Video) କିନ୍ନରଙ୍କ ଅଭିଯୋଗ ପରେ ଜବାବ ଦେଲେ ମୀରା ପରିଡ଼ା: ଟ୍ରାନ୍ସଜେଣ୍ଡରକୁ ନେଇ କହିଲେ ଏପରି

ଭୁବନେଶ୍ୱର: କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଗତ ତିନିଦିନ ହେବ ମୀରା ପରିଡ଼ା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ରାଜରାସ୍ତାରେ…

(Video) ଅମରନାଥ ଯାତ୍ରାରେ ବିପଜ୍ଜନକ ଭାବେ ଲ୍ୟାଣ୍ଡିଂ କଲା ହେଲିକପ୍ଟର: ଯାଞ୍ଚ ପାଇଁ DGCAଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅମରନାଥ ଯାତ୍ରା ବାଟରେ ଯାଉଥିବା ଏକ ହେଲିକପ୍ଟରର ଲ୍ୟାଣ୍ଡିଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ହେଲିକପ୍ଟରଟି ବିପଜ୍ଜନକ ଭାବରେ ଲ୍ୟାଣ୍ଡିଂ କରୁଥିବା ଦେଖିବାକୁ…

ଜଗନ୍ନାଥଙ୍କ ଅଦ୍ଭୁତ ଲୀଳା! ନନ୍ଦିଘୋଷ ରଥ ଛାଡ଼ି ସବୁଆଡ଼େ ହେଲା ବର୍ଷା, ଦେଖନ୍ତୁ Video

ପୁରୀ(ଓଡ଼ିଶା ଭାସ୍କର): ଆଡ଼ପ ମଣ୍ଡପ ବିଜେ ଦିନ ନନ୍ଦିଘୋଷ ଛାଡ଼ି ଚାରିଆଡ଼େ ବର୍ଷା ହେଲା । ବିନା ବର୍ଷାରେ ରଥରୁ ଓହ୍ଲାଇଲେ ମହାପ୍ରଭୁ । ସବୁଆଡ଼େ ବର୍ଷା ହେଲା ହେଲେ ନନ୍ଦିଘୋଷରେ ବର୍ଷା ହେଲା ନାହିଁ । ରଥ ଉପରେ ପହଣ୍ଡି…