fbpx

ରଘୁରାଜପୁରରେ ଅନୁଷ୍ଠିତ କଳାଶିବିର ସପ୍ତରଙ୍ଗ ଉଦଯାପିତ, ମୁଖ୍ୟମନ୍ତ୍ରୀ କହିଲେ-‘ଆମ କଳା ଆମ ଗୌରବ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ରଘୁରାଜପୁରରେ ଅନୁଷ୍ଠିତ କଳାଶିବିର ସପ୍ତରଙ୍ଗ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସିଂ…

ସାମ୍ନାକୁ ଆସିଲା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା, ୯୦ ଦିନର ଚିକିତ୍ସା ପରେ ଦେଖାଗଲା ଲକ୍ଷଣ

ଇନ୍ଦୋର : ବ୍ଲାକ୍ ଫଙ୍ଗସ୍ ପରେ ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଗ୍ରୀନ୍ ଫଙ୍ଗସ୍ ମାମଲା । ମଧ୍ୟପ୍ରଦେଶର ଇନ୍ଦୋର ସହରର ସରକାରୀ ଓ ଘରୋଇ ମେଡିକାଲରେ ୫୦୦ରୁ ଅଧିକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେଉଥିବା ବେଳେ…

ଭୁବନେଶ୍ୱରରୁ ଆଜି ୩୭୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୩୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ BJD ସାଂସଦଙ୍କ ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କୋଭିଡ ଦ୍ୱିତୀୟ ଲହରୀରେ ବହୁ ଘରସଂସାର ଉଜୁଡିଯାଇଥିବା ବେଳେ…

ରାଜ୍ୟରେ କାଲିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । କାଲି ସକାଳ ୫ଟା ପରଠାରୁ ଆଂଶିକ ଲକଡାଉନ ଲାଗୁ ହେବ । ଏହା ସହ କାଲିଠାରୁ ଗାଡ଼ି…

କୋଭିଡ ପରବର୍ତ୍ତୀ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପରାମର୍ଶ, ଜାଣନ୍ତୁ କ’ଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ଏହା ସହ କୋଭିଡ ପରବର୍ତ୍ତୀ ସମସ୍ୟାର ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଆଜି…

ଟ୍ୱିଟର ପରେ ଇନଷ୍ଟାଗ୍ରାମ ବିରୋଧରେ FIR, ଖୁବଶୀଘ୍ର ପଠାଯିବ ନୋଟିସ୍

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ପରେ ଏବେ ଫଟୋ-ଭିଡିଓ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ପାଇଁ ବିପଦ ବଢିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଟିମ୍ ଏକ ବଡ କାର୍ଯ୍ୟାନୁଷ୍ଠାନ ସହ ଇନଷ୍ଟାଗ୍ରାମ…

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଟଳିଲେ ୬ ମାଓବାଦୀ

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରି ସୀମାନ୍ତରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରୁ ଗୋଟିଏ ୭ଟି ବନ୍ଧୁକ ସହ…

ନୟାଗଡ଼ରେ ପରୀ ଘଟଣାର ପୁନରାବୃତ୍ତି, ମିଳୁନି ୭ ବର୍ଷୀୟା ଶିଶୁର ପତ୍ତା

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ରୁ ପୁଣି ଜଣେ ନାବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପରୀ ଘଟଣା ପୁନରାବୃତ୍ତି କହିଲେ ଅତ୍ୟୁକ୍ତି ହେବନି । ଏହି ନିଖୋଜ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ଧୁଣ୍ଡୁଗାଡିଆ…

ପିସ୍ତଲ ଦେଖାଇ ଦେଉଥିଲେ ହତ୍ୟା ଧମକ, କାବୁ କଲା ପୋଲିସ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଜଣେ ଉନ୍ମତ୍ତ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଶାନ୍ତିପଡାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯୁବକ ଜଣକ ଆତଙ୍କ ଚଳାଉଥିବା ଘଟଣାରେ ପୋଲିସକୁ ମିଳିଛି…