ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଅଦ୍ଭୁତ ଫାଇଦା

ଚଣାରେ ଅନେକ ପୋଷାକ ତତ୍ତ୍ଵ ଭରି ରହିଛି । ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି । ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଗଜା ବୁଟ ଖାଇବା ଦ୍ୱାରା…

କମିଲା ସୁନା ଓ ରୁପା ଦର: ଜାଣନ୍ତୁ କେତେ ରହିଛି ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ଭାରତରେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧ ହଜାର…

ରଙ୍ଗ୍ ରୁଟରେ ଆସୁଥିଲା ସ୍କୁଟି: ଟ୍ରାଫିକ୍ ଖୋଲିବାକୁ ଯାଇଥିବା ପୋଲିସକୁ ନିର୍ମମ ଭାବେ ପିଟିଲେ ଯୁବକ-ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ଓ ଯୁବତୀ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଖବର ସାମ୍ନାକୁ ଆସିଛି । ଏହା ପରେ ଜୋରଦାର ମାରପିଟ୍ ହୋଇଥିଲା । ଦିଲ୍ଲୀ ପୋଲିସର ଟ୍ରାଫିକ୍…

ପୁଣି ମାଡୁଛି କରୋନା : ୨୪ଘଣ୍ଟାରେ ଚିହ୍ନଟ ହେଲା ୫୦୦୦ରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀକୁ ନେଇ ପୁଣିଥରେ ଚିନ୍ତା ବଢିଛି । ଦେଶରେ ଗତ ୨୪ଘଣ୍ଟାରେ ୫୨୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେହିପରି ଗତକାଲି ତୁଳନାରେ ଏହା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହ…

ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍: ଚାଲିଗଲା ୧୦ ଜୀବନ, ୫୦ ଗୁରୁତର

ତେହେରାନ: ପୂର୍ବ ଇରାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଇରାନର ସରକାରୀ ଟିଭିର ରିପୋର୍ଟ ଅନୁସାରେ, ବୁଧବାର ଦିନ ଯାତ୍ରୀବାହୀ ଟ୍ରେନର ୪ଟି କୋଚ୍ ଟ୍ରାକରୁ ବାହାରି…

ଜୁନ୍ ୧୩ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ପରେ ଏବେ କିଏ ନୂଆ ବାଚସ୍ପତି ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ…

YouTubeରେ Ad ବିନା ଭିଡିଓ ଦେଖିବାକୁ ଚାହୁଁଛନ୍ତି କି ? ଟଙ୍କା ଖର୍ଚ୍ଚ ନକରି କରନ୍ତୁ ଏହି କାମ

ନୂଆଦିଲ୍ଲୀ: Xiaomi India ଏବେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଭାରତରେ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ଦେଉଛି । ଯଦି ଆପଣଙ୍କର ଏକ Xiaomi ସ୍ମାର୍ଟଫୋନ୍ ଅଛି, ତେବେ କମ୍ପାନୀ ତିନିମାସ ପାଇଁ ମାଗଣା…

ଯୁବତୀଙ୍କ ଠୁମକା ଦେଖି ରାଗିଗଲା ଷଣ୍ଢ: Video ଦେଖି ଆପଣ ବି କହିବେ- ‘ଏମିତି ତ ହେବାର ଥିଲା’

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଲୋକମାନେ ନିଜକୁ ଫେମସ୍ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଇଣ୍ଟରନେଟରେ ଅଧିକାଂଶ ଯୁବପିଢ଼ି ରିଲ୍ ଏବଂ ଭିଡିଓ ମାଧ୍ୟମରେ…

ଗୃହ ମନ୍ତ୍ରଣାଳୟ ଅଫିସରେ ଲାଗିଲା ନିଆଁ: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗୃହ ମନ୍ତ୍ରଣାଳୟ ଅଫିସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନର୍ଥ ବ୍ଲକରେ ଥିବା ଗୃହ ମନ୍ତ୍ରଣାଳୟର ଅଫିସରେ ବିଳମ୍ବିତ…

ଜେଲରେ ମୁଖତାର ଅନସାରୀର ଚର୍ଚ୍ଚା କରିବା ପଡ଼ିଲା ମହଙ୍ଗା: ଡେପୁଟି ଜେଲର ସମେତ ୫ ପୋଲିସ କର୍ମଚାରୀ ସସପେଣ୍ଡ୍

ବାନ୍ଦା: ମାଫିଆ ମୁଖତାର ଅନସାରୀର ଚର୍ଚ୍ଚାର କରିଥିବା ଡେପୁଟି ଜେଲର ସମେତ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ସୋମବାର ଦିନ ଡିଏମ ଅନୁରାଗ ପଟେଲ ଓ ଏସପି ଅଭିନନ୍ଦନ ପୋଲିସ…