fbpx

ଖୁସି ଖବର: ଓଡ଼ିଶାରୁ ଆଜି ୭,୫୭୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭ ହଜାର ୫୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…

ଭୁବନେଶ୍ୱରରୁ ଆଜି ୪୩୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

କଟକରେ ସେକ୍ସ ରାକେଟ୍ ଠାବ, ୩ ଅଟକ

କଟକ(ଓଡିଶା ଭାସ୍କର): କରୋନା କାଳରେ ବି ଜାରି ରହିଛି ଦେହ ବ୍ୟବସାୟ । ଏହାରି ମଧ୍ୟରେ କଟକର ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରହିଛି । ପିଲଗ୍ରିମ…

ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ କ’ଣ କହିଲେ ସିଏମସି କମିଶନର ଅନନ୍ୟା

କଟକ(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ…

ବ୍ଲାକ ଫଙ୍ଗସର ଔଷଧ ହେଲା ଟ୍ୟାକ୍ସ ଫ୍ରୀ, କରୋନା ଟିକା ଉପରେ ୫% ଜିଏସଟି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।…

କରୋନା କାଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତାରେ ବି କଷ୍ଟ୍ କଟିଙ୍ଗ୍, ୨୦% ପର୍ଯ୍ୟନ୍ତ କଟିବ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ସରକାରଙ୍କ ଆର୍ଥିକ ଅବସ୍ଥା ବେଶ ପ୍ରଭାବିତ ହୋଇଛି । ଶିଳ୍ପ ଓ କାରଖାନା ସମେତ ଘରୋଇ ଅନୁଷ୍ଠାନରେ ହେଉଥିବା ବେରୋଜଗାରୀ ଓ କଷ୍ଟ୍ କଟିଙ୍ଗ୍ ଏବେ କେନ୍ଦ୍ର କର୍ମଚାରୀଙ୍କ…

ଓଡିଶାରେ ଅନଲକ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନଲକ୍ ନେଇ ଚର୍ଚ୍ଚା ଜୋର ଧରିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଗୁଟଖା ଯୋଗୁଁ ବାହାଘର ଭାଙ୍ଗିଲା କନ୍ୟା : ଶିଶୁପାଳ ହେଲା ବର, ଜାଣନ୍ତୁ ପୁରା କାହାଣୀ

ଲଖନଉ: ଉତ୍ତରପ୍ରଦେଶର ପ୍ରତାପଗଡରେ ଜଣେ ବର ମଦନିଶାରେ ଆସିବାରୁ କନ୍ୟା ବାହାଘର ପାଇଁ ମନା କରିବା ପରେ ୟୁପିର ବାଲିଆ ଜିଲ୍ଲାରେ ପୁଣି ଜଣେ କନ୍ୟା ବରକୁ ବାହାହେବାକୁ ସିଧାସଳଖ ମନା କରିଥିବା ଘଟଣା ସାମ୍ନାକୁ ଆସିଛି ।…

ପୋଲିସ କବଜାରେ ନକଲି ଆର୍ମି ଅଫିସର, ଧରାପଡିବା ପରେ ପର୍ଦ୍ଦାଫାସ

ଭୁବନେଶ୍ୱର(ଓଡିଶା ଭାସ୍କର): ଲକଡାଉନ୍ ଓ ସଟଡାଉନ ସମୟରେ ଅନେକ ଦୁର୍ବୃତ୍ତ ନିଜର ନକଲି ପରିଚୟ ଦେଇ ବୁଲୁଥିବାର ଅନେକ ଘଟଣା ନଜରକୁ ଆସିଛି । ସେହିପରି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବଜାରେ ଫସିଛି ଜଣେ ନକଲି…

ଭୁବନେଶ୍ୱରରୁ ଆଜି ୪୮୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୮୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…