(Video)ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟରଙ୍କ ଅମାପ ସମ୍ପତ୍ତି: କଟକ ଓ ଭୁବନେଶ୍ୱରରେ ରହିଛି ୯୦ଟି ପ୍ଲଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛିନ୍ତି କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତ । ତାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିବା ଠାବ ହୋଇଛି ବିପୁଳ ସମ୍ପତ୍ତି । କଟକ ଓ…