୧୩ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, ଘୋଷଣା କରିବେ ପ୍ୟାକେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୩ରେ ବରଗଡ଼ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BSKY ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ବିଜେପୁର ସମାବେଶରେ ନବୀନ ଯୋଗଦେବେ । ଏହା ସହିତ ପାଇକମାଳ ପ୍ରସିଦ୍ଧ ନୃସିଂହ…

ସେକ୍ସ ସମୟରେ ମହିଳାଙ୍କୁ ଅଚାନକ୍ ଆସିଲା ହାର୍ଟ ଆଟାକ୍, ଗୋଟିଏ ଭୁଲ୍ ଯୋଗୁଁ ଚାଲିଯାଇଥାନ୍ତା ଜୀବନ

ନୂଆଦିଲ୍ଲୀ: ହୃଦୟ ଉପରେ ଅଧିକ ଚାପ ପଡ଼ିବାରୁ କାହାକୁ ବି ଆସିପାରେ ହାର୍ଟ ଆଟାକ୍ । ଏପରି ପରିସ୍ଥିତିରେ ଆଜିକାଲି ଶରୀରରେ ହେଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ବି ଅବହେଳା କରିବା ଉଚି୍ ନୁହେଁ । ଯଦି ଆପଣ କୌଣସି ଏପରି…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼, ସାଙ୍ଗରେ ଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ଜୁନାଗଡ଼(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଟାର୍ଗେଟ କରାଯାଉଥିବା…

ଗାଡ଼ି ଚଳାନ୍ତୁ ବା କାର୍, ସାଙ୍ଗରେ ନେଇଯାଆନ୍ତୁ ଏହି ସାର୍ଟିଫିକେଟ୍; ନହେଲେ ଗଣିବେ ୧୦,୦୦୦ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ, ଏନସିଆରର ଅବସ୍ଥା ବିପଦଜ୍ଜନକ ସ୍ଥିତିକୁ ଆସିଛି । ଦୀପାବଳିରେ ବାଣ ଫୁଟାଇବା ବ୍ୟାନ୍ ହେବା ପରେ ବି ଲୋକମାନେ ଅଧିକ ବାଣ ଫୁଟାଇଲେ, ଫଳରେ ଦିଲ୍ଲୀ-ଏନସିଆର ଧୂଆଁମୟ ହୋଇ ଏକ କଳା…

ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଏହି ସୁବିଧା କାଲିଠୁ ବନ୍ଦ, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ ଢ଼ିଲା ହୋଇଛି । କୋଭିଡ ସମୟରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ଏବେ ବନ୍ଦ ହେବାକୁ ଯାଉଛି । ଏହି ସୁବିଧାଗୁଡ଼ିକ ୮ ନଭେମ୍ବର ଅର୍ଥାତ୍…

କାର୍ଯ୍ୟରେ ଅବହେଳା ଯୋଗୁଁ ରେଞ୍ଜର ନିଲମ୍ବିତ, ଡିଏଫଓଙ୍କ ସୂଚନା

କରଞ୍ଜିଆ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବା ବେଳେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଏହାରି ମଧ୍ୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଧିଆଳୀ ରେଞ୍ଜରଙ୍କୁ ନିଲମ୍ବିତ…

ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ, ନିର୍ବାଚନକୁ ନେଇ ଚାଲିଛି ରଣନୀତି

ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏନଡିଏମସି କନଭେନସନ ସେଣ୍ଟରରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ୨୦୨୨ରେ ୫ ରାଜ୍ୟରେ ବେହାକୁ ଥିବା…

ଜିଓ ଗ୍ରାହକଙ୍କୁ ମାଗଣାରେ ମିଳିବ ୫ଜିବି ଡାଟା! ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ କମ୍ପାନୀ ଅନେକ ପ୍ଲାନ ଯୋଗାଇଦେଉଛନ୍ତି, ଯାହାଫଳରେ ୟୁଜର୍ସମାନଙ୍କର ଫାଇଦା ହେବ । ରିଲାଏନ୍ସ ଜିଓ ମଧ୍ୟ ଏଭଳି ଏକ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ, ଯାହାକି ବହୁତ କମ୍ ସମୟରେ ଲୋକଙ୍କ…

୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୬ଟି ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧିରେ ଧିରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସହରରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୯.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି ।…

ରାଜ୍ୟରୁ ପୁଣି ବାହାରିଲେ ୩୧୮ ପଜିଟିଭ୍, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ…