ସୂର୍ଯ୍ୟରୁ ବାହାରିଥିବା ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଆଜି ପୃଥିବୀ ସହ ହେବ ଧକ୍କା, ପ୍ରଭାବିତ ହୋଇପାରେ ଜିପିଏସ୍

ୱାଶିଂଟନ୍: ସୂର୍ଯ୍ୟଙ୍କଠାରୁ ଏକ ଉଜ୍ଜ୍ୱଳ ଆଲୋକ ବାହାରିଥିବା ନେଇ ନାସାର ସୋଲାର ଡାଇନାମିକ୍ସ ଅବଜରଭେଟରୀ ସୂଚନା ଦେଇଛି । ଏହା ଯୋଗୁଁ ଶନିବାର ଦିନ ଏକ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ କିମ୍ବା ଭୂ-ଚୁମ୍ବକୀୟ ଝଡ଼…

ହାର୍ଟ ଆଟାକ୍ ନେଲା ପୁନିଥଙ୍କ ଜୀବନ: ଆପଣ ବି ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ, ବିଶେଷଜ୍ଞ କହିଲେ କାରଣ

ବେଙ୍ଗାଲୁରୁ: ମାତ୍ର ୪୬ ବର୍ଷ ବୟସରେ କନ୍ନଡ ଅଭିନେତା ତଥା ପାୱାର ଷ୍ଟାର ପୁନିଥ୍ ରାଜକୁମାରଙ୍କ ମୃତ୍ୟୁ ଘଟିଛି । ହାର୍ଟ ଆଟାକ କାରଣରୁ ଅଭିନେତାଙ୍କର ଜୀବନ ଚାଲିଯାଇଛି । ପୁନିଥଙ୍କ ମୃତ୍ୟୁ ପରେ କମ୍ ବୟସ ଲୋକଙ୍କୁ…

ଆମେରିକାରେ ଶିଶୁଙ୍କୁ ଦିଆଯିବ ଫାଇଜର ଟିକା

ୱାଶିଂଟନ୍: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମେରିକାରେ ଶିଶୁଙ୍କୁ ଟିକା ଦିଆଯିବା ନେଇ ଚାଲିଛି ପ୍ରସ୍ତୁତି । ଶିଶୁଙ୍କୁ କୋଭିଡର ଫାଇଜର ଟିକା ଦିଆଯିବ । ଦେଶର ୫ରୁ ୧୧ ବର୍ଷ ବୟସ୍କଙ୍କୁ ଫାଇଜର…

‘ବାଣ ଫୁଟିଲେ ପୁଣି ବଢ଼ିବ କରୋନା’, ଜାଣନ୍ତୁ କାହିଁକି ଏପରି କହିଲେ ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଦୀପାବଳୀ । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ବାଣ ଫୁଟାଇବାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଇଛି । ଏହାରି ମଧ୍ୟରେ କୋଭିଡକୁ ନେଇ ଚିନ୍ତା ବଢ଼ାଇଲା ଭଳି…

ଡ୍ରଗ୍ସ କେସ: ଆର୍ଯ୍ୟନ ଖାନଙ୍କ ବେଲ୍ ପାଇଁ କୋର୍ଟ ରଖିଲେ ଏମିତି ​ସର୍ତ୍ତ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ପରେ ଶୁକ୍ରବାର ଦିନ ଜାମିନ ଅର୍ଡର ଜାରି ହୋଇଛି । ସେ ଆଜି ଜେଲରୁ ବାହାରି ପାରନ୍ତି ।…

WhatsApp ବ୍ୟବହାରୀଙ୍କ ପାଇଁ ଖୁସିଖବର! ୫ ଥର ମିଳିବ ୫୧ ଟଙ୍କା, ଜାଣନ୍ତୁ କ’ଣ ରହିଛି ଅଫର୍

ନୂଆଦିଲ୍ଲୀ: Paytm, PhonePe ପରେ ଏବେ WhatsApp ପେମେଣ୍ଟ ମଧ୍ୟ ଭାରତରେ ଚାଲିବା ଆରମ୍ଭ କରିଛି । ଆପଣ WhatsApp ଜରିଆରେ ଅନ୍ୟ କାହାକୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ପରି କାମ କରୁଛି । ଏଥିପାଇଁ ପ୍ରଥମେ…

ଖୋଲା ଡ୍ରେନରେ ଖସିପଡି ପୂର୍ବତନ ବିଧାୟକ ଗୁରୁତର, ସାମ୍ନାକୁ ଆସିଲା ଭିଡିଓ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଖୋଲାପଡିଥିବା ଡ୍ରେନ୍ ଦୁର୍ଘଟଣାର କାରଣ ସାଜୁଛି । ଖୋଲାପଡିଥିବା ଏକ ଡ୍ରେନରେ ଖସିପଡି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ ବିଧାୟକ ଭଗବାନ ସିଂହ କୁଶୱାହା । ଦୁର୍ଘଟଣାର ଶିକାର ହେବା…

ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର: ବୋନସ୍ ସହିତ ମିଳିବ ୩ ମାସର ବକେୟା DA ଟଙ୍କା, ଜାଣନ୍ତୁ କେବେ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ପୂର୍ବରୁ ବଡ଼ ଖୁସିଖବର ମିଳିବାକୁ ଯାଉଛି । ସରକାରୀ କର୍ମଚାରୀଙ୍କର ଏବର୍ଷ ଦୀପାବଳୀ ଧମାକେଦାର ହେବ । କର୍ମଚାରୀଙ୍କ ଦରମା ୨ ଦିନ ପରେ ଅର୍ଥାତ୍ ଅକ୍ଟୋବର ୩୧ରେ ମିଳିଯିବ…

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସଆରସି: ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କେତେକ ରାଜ୍ୟରେ କଟକଣା ଲାଗିଛି ତ ଆଉ କେତେକ ରାଜ୍ୟରେ ନିଷ୍ପତ୍ତି ଝୁଲନ୍ତା ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ସବୁଜ ବାଣକୁ ଅନୁମତି…

ପାମ୍ପଡ଼ ଖାଇବା ଦ୍ୱାରା ବଢ଼ିଥାଏ ହାର୍ଟ ଓ କିଡ଼ନୀ ସମସ୍ୟା, ଜାଣନ୍ତୁ ଅନ୍ୟ ବିପଦ ସମ୍ପର୍କରେ..

ଅଧିକାଂଶ ଲୋକେ ପାମ୍ପଡ଼ ଅଧିକ ପସନ୍ଦ ହୋଇଥାଏ ଓ ସେମାନେ ଦିନସାରା ଏହାକୁ ଖାଇଥାନ୍ତି । କିନ୍ତୁ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ ଅଧିକ ପାମ୍ପଡ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ…