ଅଧିକ ସମୟ ବଞ୍ଚିରହିବାକୁ ଚାହୁଁଥିଲେ ଏହି ଖାଦ୍ୟ ଖାଆନ୍ତୁ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଜର୍ନାଲ ସର୍କୁଲେସନରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁସାରେ, ଯେଉଁଲୋକମାନେ ୱେ୍େଟର୍ଣ୍ଣ ଡାଇଟରେ ପ୍ରୋସେଷ୍ଟ ମାଂସ, ବିଶୋଧିତ ଚିନି ଓ ଫ୍ୟାଟି ଲାଲ ମାଂସ ଭରପୂର ମାତ୍ରାରେ ଖାଉଛନ୍ତି, ସେମାନଙ୍କଠାରେ…

ବିଚ୍ ରାସ୍ତାରେ ଯୁବତୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଭିଡ଼ିଓ ଭାଇରାଲ

ଲଖନଉ: ବିଚ୍ ରାସ୍ତାରେ ଘମାଘୋମ ଝଗଡ଼ା କରୁଥିବା ୨ ଯୁବତୀଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାଞ୍ଚ ପରେ ଜଣାପଡିଛି କି, ଏହି ଭିଡ଼ିଓ ଉତ୍ତରପ୍ରଦେଶର ରାଜଧାନୀ ଲଖନଉର, ଯେଉଁଥିରେ ଜଣେ ଯୁବତୀ…

ଅମରିନ୍ଦରଙ୍କ ସହିତ ସର୍ମ୍ପକକୁ ନେଇ ଅରୁସା କହିଲେ- ‘ଲଭର ନୁହେଁ କ୍ୟାପଟେନ୍ ମୋ ସୋଲମେଟ୍’

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ମହିଳା ସାମ୍ବାଦିକ ଅରୁସା ଆଲମଙ୍କ ତାଙ୍କ ସମ୍ପର୍କକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି । ସେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

୭୦ ବର୍ଷ ବୟସରେ ପ୍ରଥମଥର ପାଇଁ ମା’ ହେଲେ ମହିଳା, ଜାଣନ୍ତୁ କିପରି?

ଅହମ୍ମଦାବାଦ: ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ମାମଲା ଦେଖିବାକୁ ମିଳୁଛି । କିଛି ଘଟଣାକୁ ବିଶ୍ୱାସ କରିବା ବି ଅସମ୍ଭବ ହୋଇଥାଏ । ସେହିପରି ଗୁଜରାଟରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି…

OPSC Recruitment 2021: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବାହାରିଲା ୬୦୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତ ବାହାରିଛି । ଏହି ପଦବୀ ପାଇଁ ୨୬ ଅକ୍ଟୋବର୨୦୨୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଏହି…

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରପୁରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବାଣ ଦୋକାନରେ ନିଆଁ ଲାଗିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୋକାନ ମାଲିକ ଓ କର୍ମଚାରୀ…

ସରକାରୀ କର୍ମଚାରୀଙ୍କ ପାଇଁ ୧ ଜୁଲାଇ ୨୦୨୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଇଛନ୍ତି ଦୀପାବଳୀ ଉପହାର । ଅର୍ଥ ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ମୂଳ ଦରମାର ୨୮%ରୁ ବଢ଼ି ୩୧ ପ୍ରତିଶତ ହୋଇଛି ଓ ଏହା…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ଥାନା ହେବ । ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ…

EPFOର ସତର୍କବାଣୀ: PFକୁ ଆସିଥିବା ସୁଧ ଟଙ୍କା ହୋଇପାରେ ଗାଏବ୍, ଭୁଲରେ ସେୟାର କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: PF ଗ୍ରାହକମାନଙ୍କ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । କର୍ମଚାରୀ ଭବିଷ୍ୟ ନିଧି EPFO ନିଜର ସମସ୍ତ ଗ୍ରାହକମାନଙ୍କ ପାଇଁ ଆଲର୍ଟ ଜାରି କରିଛି । EPFO ନିଜର ୬ କୋଟି ପିଏଫ୍ ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ…

ବଡ଼ ଖବର: ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ନଭେମ୍ବର ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୯ରୁ ଆରମ୍ଭ ହୋଇ ଅଧିବେଶନ ଡିସେମ୍ବର ୨୩ ଯାଏଁ ଚାଲିବ । ତେବେ ଆଗାମୀ ବର୍ଷର ଆରମ୍ଭରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।…