ଏପ୍ରିଲ ୨ରେ ପ୍ରଥମ ଶ୍ରେଣୀ ନାମଲେଖା

ଭୁବନେଶ୍ୱର:ଏପ୍ରିଲ ୨ରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ପାଇଁ ନାମଲେଖା ଆରମ୍ଭ ହେବ । ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ହେଇଛି ୬ ବର୍ଷ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା…

ଓଓଏର ସଭାପତି ହେବେ ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ହେବେ ସମୀର ମହାନ୍ତି । କାରଣ ସଭାପତି ପଦ ପାଇଁ ସମୀର ହେଉଛନ୍ତି ଜଣେ ମାତ୍ର ପ୍ରାର୍ଥୀ । ଏହା ପରେ ବି ୩୦ରେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି । ଏନେଇ ଆଜି ଚୂଡ଼ାନ୍ତ…

ବୃହସ୍ପତି ଚଳନ ଯୋଗୁଁ ବଦଳିବ ଏହି ସବୁ ରାଶିର ଭାଗ୍ୟ, ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ

ଚଳିତ ବର୍ଷ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି । ସମସ୍ତ ଗ୍ରହଙ୍କ ମଧ୍ୟରୁ ଶନି ଓ ଗୁରୁ ଗ୍ରହଙ୍କ ଚଳନର ବିଶେଷ ମାନ୍ୟତା ରହିଛି । ଦେବଗୁରୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ରାଶି…

ସରକାରଙ୍କ ଆକ୍ସନକୁ ଲୋକଙ୍କ ଡର ! ୨୩,୧୩୮ ଅଯୋଗ୍ୟ ହିତାଧିକାରୀ ଫେରାଇସାରିଲେଣି ରାସନକାର୍ଡ

ଭୁବନେଶ୍ୱର : ଏଣିକି ସାବାଡ଼ ‌ହେବେ ଅଯୋଗ୍ୟ ହିତାଧିକାରୀ। ଓସରକାର ବଦଳିବା ପରେ ବିଭାଗରେ ସ୍ବଚ୍ଛତା ଆଣିବାକୁ ଅଣ୍ଟା ଭିଡିଛି ରାଜ୍ୟ ଯୋଗାଣ ବିଭାଗ। ମନ୍ତ୍ରୀଙ୍କ ତାଗିଦ୍‌ ପରେ ସାରା ରାଜ୍ୟରେ ଅଯୋଗ୍ୟ…

ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା: ଆମେରିକୀୟ ସେନାରେ ଟ୍ରାନ୍ସଜେଣ୍ଡରମାନଙ୍କୁ ବ୍ୟାନ କରିବା ନିର୍ଦ୍ଦେଶ ଉପରେ ରୋକ୍

ନୂଆଦିଲ୍ଲୀ:ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିବାଦୀୟ ନିଷ୍ପତ୍ତି ନେଉଛନ୍ତି, ଏବଂ ଅନ୍ୟପଟେ ତାଙ୍କୁ କୋର୍ଟରୁ ଝଟକା ଲାଗୁଛି । ଡୋନାଲ୍ଡ ଟ୍ରମ୍ପ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଆମେରିକୀୟ ସେନାରେ…

ଖରାଦିନେ ରହିବନି ବିଦ୍ୟୁତ୍ ସମସ୍ୟା: ଅଘୋଷିତ ବିଜୁଳି କାଟ୍ ହେବନି ବୋଲି ମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ଖରାଦିନେ ତାତି ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ଲୋକମାନେ ଫ୍ୟାନ୍ ଓ ACର ସାହାରା ନେଉଛନ୍ତି । କିନ୍ତୁ ବିଜୁଳି କାଟ୍ ସମସ୍ୟା ଚିନ୍ତା ବଢ଼ାଉଛି । ଏହାରି ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି…

ରତ୍ନଭଣ୍ଡାର କମିଶନ ରିପୋର୍ଟ ସାର୍ବଜନୀନ ନେଇ ଦ୍ୱନ୍ଦ୍ୱ, ୨ଟି ରହିଛି ଅଲଗା ଅଲଗା ସତ୍ୟପାଠ

ଭୁବନେଶ୍ୱର: ରତ୍ନଭଣ୍ଡାର କମିଶନ ରିପୋର୍ଟ ସାର୍ବଜନୀନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ, ଏଥିରେ ୨ଟି ଅଲଗା ଅଲଗା ସତ୍ୟପାଠକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି…

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଚିଠି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ କରୁଛି ଖୋଳତାଡ଼ । ଏହାରି ମଧ୍ୟରେ ପରିବାର ଲୋକଙ୍କ ବୟାନ ରେକର୍ଡ ପରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ବିମାନ ବନ୍ଦରରେ…

ଏବେ ମହିଳା ଶିକ୍ଷୟିତ୍ରୀଙ୍କ ଭୂତ ଦେବ ତାଲିମ! ୩ ମାସ ପୂର୍ବରୁ ଯାହାଙ୍କର ହୋଇଥିଲା ମୃତ୍ୟୁ, ତାଙ୍କର ଡ୍ୟୁଟି ଲଗାଇଛି ଶିକ୍ଷା ବିଭାଗ

ବିହାରର ଶିକ୍ଷା ବିଭାଗ ପ୍ରାୟତଃ ଚର୍ଚ୍ଚାରେ ଥାଏ । ଏବେ ଶିକ୍ଷା ବିଭାଗ ଏପରି କିଛି କାରନାମା କରିଛ. ଯାହା ଯୋଗୁଁ ଅଧିକାରୀମାନେ ଲଜ୍ଜିତ ହେଉଛନ୍ତି । ପ୍ରକୃତରେ, ଜଣେ ମୃତ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତାଲିମ ନେବା ପାଇଁ…

ଏଗ୍ରିକଲଚରରେ ଗ୍ରାଜୁଏସନ୍ କରିଥିଲେ ଏହି ଫର୍ମ ପୂରଣ କରନ୍ତୁ, ଆପଣଙ୍କୁ ଅଧିକାରୀ ପଦବୀରେ ମିଳିବ ସରକାରୀ ଚାକିରି

ନୂଆଦିଲ୍ଲୀ: ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଏଗ୍ରିକଲଚରରେ ଗ୍ରାଜୁଏସନ କରନ୍ତି । କାରଣ ଲୋକଙ୍କ ମନରେ ଏପରି ଭାବନା ଅଛି ଯେ, ଏହି କ୍ଷେତ୍ରରେ ଚାକିରି ସୁଯୋଗ ବହୁତ କମ୍ କିନ୍ତୁ ତାହା ଭାବିବା ଭୁଲ୍ । କୃଷି…