ଯାଜପୁର ଟାଟା ଷ୍ଟିଲ୍‌ରେ ଅଘଟଣ: ଜଣେ ମହିଳା ସମେତ ୮ ଶ୍ରମିକ ଆହତ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଆଜି ଘଟିଯାଇଛି ଏକ ଅଘଟଣ । ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ…

ମହିଳାଙ୍କୁ ଦୁର୍ୱ୍ୟବହାର ପଡିଲା ମହଙ୍ଗା: ବଦଳିଲେ ବିଡାନାସୀ ଥାନା IIC ଯୁବରାଜ ସ୍ୱାଇଁ

କଟକ : ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ । ଥାନାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଦଳି କରାଯାଇଛି । ମହିଳା ଜଣଙ୍କ ଡିଜିପିଙ୍କୁ ଜଣାଇବା ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଫଳରେ…

ସୁନ୍ଦରଗଡ଼ରେ ଓଲଟିଲା ସ୍କୁଲ ବସ୍, ୮ ଛାତ୍ରଛାତ୍ରୀ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ସ୍କୁଲ ବସ୍ ଓଲଟିପଡ଼ିଛି, ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସାମ୍ନାପଟୁ ଆସୁଥିବା ବାଇକକୁ ରାସ୍ତା ଦେବା ବେଳେ ଘଟିଛି ଏହି ଅଘଟଣ । ଦୁର୍ଘଟଣାରେ ଆହତ ହୋଇଥିବା ୮…

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା: ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ନୟାଗଡ଼,…

କେରଳ: ତୁଳସୀ ଗଛରେ ନିଜ ଗୁପ୍ତାଙ୍ଗର କେଶ ପକାଇଲେ ବ୍ୟକ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ‘ତୁଳସୀଗଛ’ କୁ ଅପମାନ କରିଥିବା ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେରଳ ହାଇକୋର୍ଟ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାଟି ଚଳିତ ବର୍ଷ…

ଭାରତର ସବୁଠାରୁ ଧନୀ ଏବଂ ସବୁଠାରୁ କମ ଦରମା ପାଇଥିବା ବିଧାୟକ କିଏ? ଏଡିଆର ରିପୋର୍ଟରେ ଅନେକ ନେତାଙ୍କ ନାମ ସାମିଲ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଭାରତର ସବୁଠାରୁ ଧନୀ ଏବଂ ଗରୀବ ବିଧାୟକ କିଏ? ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏଡିଆର ରିପୋର୍ଟ ଅନୁଯାୟୀ, ମୁମ୍ବାଇର…

ଛତିଶଗଡ଼: ୮୦ ଦିନରେ ୧୧୩ ନକ୍ସଲ ନିହତ, ଡେଡଲାଇନ ପୂର୍ବରୁ ଆକ୍ସନରେ ଯବାନ

ରାୟପୁର: ବସ୍ତରରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଗୁରୁବାର ଦିନ ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ଦୁଇଟି ପୃଥକ ଏନକାଉଣ୍ଟରରେ ଅତି କମରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦୁର୍ଭାଗ୍ୟବଶତଃ, ଏହି…

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରେ ଅଗ୍ନିକାଣ୍ଡ, ମିଳିଲା ପୁଳା ପୁଳା ଟଙ୍କା: ଆହ୍ଲାବାଦ ହାଇକୋର୍ଟକୁ ହେଲେ ଟ୍ରାନ୍ସଫର

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରେ ନିଆଁ ଲାଗିବା ପରେ ବିପୁଳ ପରିମାଣର ଟଙ୍କା ଉଦ୍ଧାର କରାଯାଇଛି । ଏହା ସାମ୍ନାକୁ ଆସିବା ପରେ, ବିଚାରପତି ଯଶୋବନ୍ତ ବର୍ମାଙ୍କୁ ବଦଳି କରାଯାଇଛି । ଅବଶ୍ୟ କିଛି…

ଭାରତରେ ଲଞ୍ଚ ହେଲା weight loss drug, ଜାଣନ୍ତୁ ଦାମ୍ ଓ କେଉଁଠାରେ ମିଳିବ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ Eli Lilly ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୋଞ୍ଜାରୋ’(Mounjaro) ନାମକ ମେଡ଼ିସିନ ଲଞ୍ଚ୍‌ କରିଛି। ଏହି ଔଷଧକୁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ…

ରେଷ୍ଟୁରାଣ୍ଟରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୫ କର୍ମଚାରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ା ଜିଲ୍ଲାର ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ରେଷ୍ଟୁରାଣ୍ଟଟି ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଥିବା କୁହାଯାଉଛି । ତେବେ ନିଆଁ ଲାଗିଯିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା…