ଲଖୀମପୁର ହିଂସା: କଂଗ୍ରେସ-AAPର ନେତା ସେୟାର କଲେ ଦୁର୍ଘଟଣାର ଭିଡିଓ

ଲଖୀମପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ କୃଷକଙ୍କ ମୃତ୍ୟୁ ଓ ଏହା ପରେ ହୋଇଥିବା ଉତ୍ତେଜନାର ଭିଡିଓ ଗୋଟିଏ ପରେ ଗୋଟିଏ…

ଥାନାରେ ଥାର୍ଡ ଡିଗ୍ରୀ ଘଟଣା, ଏସଆଇଙ୍କ ବଦଳି

ମାଲକାନଗିରି(ଓଡ଼ିଶା ଭାସ୍କର): ଥାନରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦେବା ଏସଆଇଙ୍କୁ ପଡିଲା ମହଙ୍ଗା । ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଘଟଣାରେ ନିଆଯାଇଛି ବଡ଼ ପଦକ୍ଷେପ । ମୋଟୁ ଥାନା ଏସଆଇ…

ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କରର): ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ମୁନ୍ନାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଜଜ୍ । ଆଳିରେ ଜଣେ…

ଶୀତଦିନ ପାଇଁ ଆସିଲା କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସଙ୍କଟ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଟିକାକରଣ ସହିତ କିଛି କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । ଏହାରି ମଧ୍ୟରେ ଶୀଜଦିନ ପାଇଁ…

ପୋଲିସ ହାତରେ କୁଖ୍ୟାତ ଲୁଟେରା, ୩୫ ବର୍ଷରେ ୫ ଶହ ଚୋରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରାପଡିଛି ଜଣେ କୁଖ୍ୟାତ ଚୋର । ଆଜି କଟକରେ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ଚୋର ହେମନ୍ତ ଦାସ । ୧୯୮୬ ମସିହାରୁ ୩୫ ବର୍ଷ ଧରି ହେମନ୍ତ ଚୋରି…

ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ର ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଡେଭିଡ ଜୁଲିଅସ୍ ଓ ଆଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ନୋବେଲ ମିଳିବ ବୋଲି ଘୋଷଣା ହୋଇଛି । ଏହି ୨ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ମିଳିତ…

ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବଡ଼ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ ହୋଇଛନ୍ତି । ଏହାକୁ ନେଇ ବିଜେପି ଓ କଂଗ୍ରେସର ବହୁ ନେତା ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି…

ସୁନ୍ଦରଗଡ଼ ରେପ୍ କେସ୍: ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲଦଣ୍ଡ

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୁଷ୍କର୍ମକାରୀଙ୍କୁ ହୋଇଛି ୨୫ ବର୍ଷର ଜେଲଦଣ୍ଡ । ଅଭିଯୁକ୍ତ ଟୁନୁ କିଷାନ ଓ ପ୍ରହ୍ଲାଦ କିଷାନଙ୍କୁ ଜେଲଦଣ୍ଡର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ ।…

ଲଖୀମପୁର ହିଂସାକାଣ୍ଡ ମାମଲାରେ ନବଜୋତ ସିଂ ସିଦ୍ଧୁ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ନେଇ ଚଣ୍ଡିଗଡ଼ର ରାଜଭବନ ଆଗରେ ଆନ୍ଦୋଳନ କରୁଥିବା ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ…

ଲଖୀମପୁର ହିଂସା: ମୃତକଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୪ କୃଷକ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏହି ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି…