ଝିଅର ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପରେ ପିତା ପଠାଇଲେ ୧୦ ଅଶ୍ଳୀଳ ଭିଡିଓ, ଆଉ ତା’ପରେ…

ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଭୁଲବଶତଃ ଜଣେ ଝିଅର ପିତା ସ୍କୁଲର ହ୍ୱାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇଥିଲେ । ଏପରି ଘଟଣା ପରେ…

OCCL ସିନିଅର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି OCCL ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ…

ଡ୍ରେନରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର…

ହ୍ୱାଟ୍ସଆପରେ ଆପଣଙ୍କୁ କିଏ କରିଛନ୍ତି ବ୍ଲକ୍? ୧ ମିନିଟରେ ଏପରି ଜାଣନ୍ତୁ

ଦୁନିଆରେ ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପର ବ୍ୟବହାର ତ ସମସ୍ତେ କରିଥାନ୍ତି । ଏହି ଆପ୍ କେବଳ ଚାଟିଂ ପାଇଁ ନୁହେଁ ବରଂ ଭଏସ୍ କଲ ଓ ଭିଡିଓ କଲିଂ ପାଇଁ ବି ଅଧିକ ଲୋକପ୍ରିୟ । ଅନେକ ଥର ଆପଣଙ୍କ ବନ୍ଧୁ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଖୋଲାଯାଇଛି ଗେଟ୍ । ବର୍ତ୍ତମାନ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ଜଳ…

ବାପା ନାଁରେ କଳଙ୍କ ! ଶାଳୀକୁ ବାହାହେବା ପାଇଁ ମୃତ୍ୟୁର ତାଣ୍ଡବ, ନିଜର ୪ ଝିଅଙ୍କ ସହ…

ବାଡ଼ମେର: ଶାଳୀକୁ ବାହା ହେବାକୁ ଯାଇ ବାପା ନାଁରେ କଳଙ୍ଗ ବୋଳିଛି ଜଣେ ବ୍ୟକ୍ତି । ରାଜସ୍ଥାନର ବାଡ଼ମେରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ୪ ଝିଅଙ୍କୁ ଅତି ନିର୍ଦ୍ଦୟ ଭାବେ…

ସିଲ୍ ହେଲା ଭୁବନେଶ୍ୱରର ଆଉ ଏକ ବାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ଯୋଗୁଁ କଟକଣାକୁ ସାମାନ୍ୟ କୋହଳ କରିଥିଲେ ହେଁ ଏବେବି କିଛି ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ଏହାରି ମଧ୍ୟରେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ଭୁବନେଶ୍ୱର ଆଉ ଏକ ବାର୍ ସିଲ୍…

ସୋଡା ପାଣିର କ’ଣ ରହିଛି ଫାଇଦା, ଜାଣନ୍ତୁ

ଅନେକ ଲୋକଙ୍କୁ ସୋଡ଼ା ପିଇବାକୁ ଭଲ ଲାଗିଥାଏ । ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ତେବେ ଏହାର କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା... ପ୍ରଥମେ ଆପଣଙ୍କୁ ଏକ ଚାମଚ ସୋଡା ସହିତ ଏକ ଚାମଚ ପାଣିକୁ…

୧୫ ବର୍ଷୀୟ ବାଳକର ଯୌନାଙ୍ଗରେ ଫସିଗଲା USB କେବୁଲ, ଆଉ ତା’ପରେ…

ଅନେକ ଥର ଅନାବଶ୍ୟକ ପରୀକ୍ଷଣ ନିଜ ଉପରେ ହିଁ ଭାରି ପଡେ । ସେହିପରି ଲଣ୍ଡନରେ ୧୫ ବର୍ଷୀୟ ଜଣେ ବାଳକ ଏକ ଅଜବ ପରୀକ୍ଷଣ କରୁଥିବା ବେଳେ USB କେବୁଲ ତାର ଯୌନାଙ୍ଗରେ ଫସିଯାଇଥିଲା । ଡାକ୍ତରମାନେ ସେହି ୟୁଏସବି କେବଲକୁ…

୧୫ ଦିନ ପାଇଁ ପୁଣି ବନ୍ଦ ହେବ ସ୍କୁଲ

ନୂଆଦିଲ୍ଲୀ: ସ୍କୁଲ ଖୋଲିବାରୁ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ୧୮ ସେପ୍ଟେମ୍ବରରୁ ଆସନ୍ତା ୧୫ ଦିନ ପାଇଁ ସମସ୍ତ ସ୍କୁଲ ଓ ହଷ୍ଟେଲଗୁଡିକ ବନ୍ଦ କରିବାକୁ…