ଗୌତମ ଗମ୍ଭୀରଙ୍କୁ ସୁପ୍ରିମ କୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି, ଖାରଜ ହେଲା ଯାଚିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଔଷଧକୁ ଅବୈଧ ଭାବରେ ସଂରକ୍ଷିତ କରି ରଖିବା ମାମଲାରେ ସାଂସଦ ଗୌତମ ଗମ୍ଭୀରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ସୋମବାର ସୁପ୍ରିମ କୋର୍ଟ ଗୌତମ ଗମ୍ଭୀର ଏର୍ବ ତାଙ୍କ ସଂସ୍ଥା…

ଗୋଟିଏ ମିସ୍ କଲ୍ ରୁ ଜାଣିପାରିବେ PFରେ ଜମା ଅଛି କେତେ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ବା PF, ଯେଉଁଥିରେ ଆପଣଙ୍କ ଦରମାରୁ କଟିଥିବା ଟଙ୍କା ଜମା ହୋଇଥାଏ । ଏହି ଟଙ୍କାକୁ ସେତେବେଳେ ଆପଣ ବ୍ୟବହାର କରିପାରିବେ, ଯେବେ ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକ ଥିବ । କିନ୍ତୁ…

ଅନଲାଇନ୍ ଡେଟିଂ ସମୟରେ ଏହି ଦିଗପ୍ରତି ଦିଅନ୍ତୁ ଅଧିକ ଧ୍ୟାନ୍, ରହିବେ ସୁରକ୍ଷିତ

ସମୟ ସହିତ ଅନେକ ଜିନିଷ ବଦଳିବାରେ ଲାଗିଛି । ଟେକ୍ନୋଲୋଜି, ଇଣ୍ଟରନେଟ ଓ ସୋସିଆଲ ମିଡିଆ ଏବେ ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଅନଲାଇନ୍ ଡେଟିଂ ଏକ ନୂଆ ଟ୍ରେଣ୍ଡ ହୋଇଛି । ପୁରୁଣା ସମୟରେ ପ୍ରେମର ପରିପ୍ରକାଶ କରିବା…

ମୁଖ୍ୟମନ୍ତ୍ରୀ ପଦରୁ ୟେଦ୍ୟୁରପ୍ପାଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା । ଇସ୍ତଫା ନେଇ ୟେଦ୍ୟୁରପ୍ପା ଘୋଷଣା କରିଛନ୍ତି । ମଧ୍ୟାହ୍ନ…

ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ…

ହଜିଯାଇଛି କି ଭୋଟର ଆଇଡି କାର୍ଡ ? ମାତ୍ର ୧ ମିନିଟରେ ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ଭୋଟର ଆଇଡି କାର୍ଡ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯଦି ଆପଣଙ୍କ କାର୍ଡ ହଜିଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆପଣ ଏହି କାର୍ଡକୁ ପୁଣି ଥରେ ଡାଉନଲୋଡ କରିପାରିବେ ।…

ଏଣିକି ପୁରୀରେ ୨୪ ଘଣ୍ଟା ମିଳିବ ଟ୍ୟାପ୍ ପାଣି

ପୁରୀ(ଓଡ଼ିଶା ଭାସ୍କର): ପୁରୀବାସୀଙ୍କ ପାଇଁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ । ପୁରୀବାସୀଙ୍କୁ ସିଧାସଳଖ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଣିକି ୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ…

ଶ୍ରାବଣ ମାସର ପ୍ରଥମ ସୋମବାରର କ’ଣ ରହିଛି ମହତ୍ତ୍ୱ? ଜାଣନ୍ତୁ ପୂଜାବିଧି

ପୂରା ଶବଚ୍ଚ ମାସ ଜପ, ତପ ଓ ଧ୍ୟାନ ପାଇଁ ଉତ୍ତମ ହୋଇଥାଏ, କିନ୍ତୁ ଏହାର ସୋମବାରର ବିଶେଷ ମହତ୍ତ୍ୱ ରହିଛି । ସୋମବାର ଦିନ ଚନ୍ଦ୍ର ଗ୍ରହର ଦିନ ହୋଇଥାଏ ଓ ଚନ୍ଦ୍ରର ନିୟନ୍ତ୍ରକ ହୋଇଥାନ୍ତି ଭଗବାନ ଶିବ । ଏହି ଦିନ ପୂଜା…

ଓଡ଼ିଶାରୁ ୬୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ ଗଲା ୪୨ ଜୀବନ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ହାଇଦରକୁ କାହିଁକି ହେଲା ଏନକାଉଣ୍ଟର? ଜାଣନ୍ତୁ ଏହା ପୂର୍ବରୁ ସେ କ’ଣ କହିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଗ୍ୟାଙ୍ଗଷ୍ଟାର ହାଇଦରକୁ କାହିଁକି ଏନକାଉଣ୍ଟର କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ଖୁଲାସା କରିଛନ୍ତି…