ଲଞ୍ଚ ହେବାକୁ ଯାଉଛି ପିଏମ ଇଣ୍ଟର୍ନସିପ୍ ପୋର୍ଟାଲ୍, ଏହି ତାରିଖରୁ କରିପାରିବେ ଆବେଦନ: ଜାଣନ୍ତୁ କାହାକୁ ମିଳିବ ସୁଯୋଗ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅକ୍ଟୋବର ୩ ରୁ ପିଏମ ଇଣ୍ଟର୍ନସିପ୍ ସ୍କିମ ଅଧୀନରେ ଏକ କେନ୍ଦ୍ରୀଭୂତ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛନ୍ତି, ଯାହା ଯୁବକମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବ । ଏହି ପୋର୍ଟାଲ୍…