ମାଗଣାରେ କରନ୍ତୁ ତୀର୍ଥଯାତ୍ରା, ମିଳିବ ଫ୍ରି ଫ୍ଲାଇଟ୍ ଟିକେଟ୍: ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଜୟପୁର ଗ୍ରାମୀଣ ଏବଂ ଡୁଡୁ ଜିଲ୍ଲାର ୩ ହଜାର ୧୬୪ ବରିଷ୍ଠ ନାଗରିକଙ୍କୁ ମାଗଣା ତୀର୍ଥଯାତ୍ରା ସୁଯୋଗ ଦିଆଯାଉଛି । ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ଯୋଗରାମ ପଟେଲ ଏଥିପାଇଁ ଅନଲାଇନ୍ ଲଟେରୀ ବାହାର…