ଭୁବନେଶ୍ବରରେ ଅଘଟଣ: ବଡ଼ ଧରଣର ଅଗ୍ନିକାଣ୍ଡରେ ଜଳିଗଲା ବିୟୁଟି ପାର୍ଲର

ଭୁବନେଶ୍ୱର : ବଡ଼ ଧରଣର ଅଗ୍ନିକାଣ୍ଡରେ ଜଳିଗଲା ବିୟୁଟି ପାର୍ଲର। ଏହି ଅଗ୍ନିକାଣ୍ଡ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଜାଗମରା ଅଞ୍ଚଳରେ ଥିବା ଏକ ବିୟୁଟି ପାର୍ଲରରେ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର…

ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଲେ ପିସିସି ସଭାପତି: କହିଲେ-‘ଲୋକଙ୍କ ପଇସାରେ ରାଜନୀତି କରିବ କଂଗ୍ରେସ’

ଭୁବନେଶ୍ୱର,: କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଇଛନ୍ତି । ଭକ୍ତ ଦାସଙ୍କ କହିବା ମୁତାବକ, ‘ସଂକଳ୍ପ ଯାତ୍ରା ଦଳକୁ ଏକଜୁଟ୍ କରିବାକୁ ଥିଲା । ସମସ୍ତଙ୍କ…

ଓଡ଼ିଶା ସରକାରଙ୍କ ନିୟମ: ମୂଲ୍ୟବାନ ସମ୍ପତ୍ତି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ନେବାକୁ ପଡିବ ଅନୁମତି

ଭୁବନେଶ୍ୱର: କୌଣସି ମୂଲ୍ୟବାନ ସମ୍ପତ୍ତି କିଣିବା ପୂର୍ବରୁ ଓଡିଶା ସରକାର କର୍ମଚାରୀମାନେ ସରକାରଙ୍କୁ ସୂଚନା ଦେବେ । ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସେମାନଙ୍କର ଦୁଇ ମାସର ମୂଳ ଦରମା ଠାରୁ ଅଧିକ ମୂଲ୍ୟର ସ୍ଥାବର…

୨୦୩୨ ମସିହାର ଏହି ଦିନରେ କ’ଣ ପୃଥିବୀକୁ ଧକ୍କା ଦେବ ଆଷ୍ଟରଏଡ୍? ନାସା କଲା ନୂଆ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ୨୦୨୪ ୱାଇଆର୪ ଆଷ୍ଟରଏଡର ଦିଗକୁ ନିକଟରୁ ଅନୁସରଣ କରୁଛି । ପ୍ରକୃତରେ ୨୦୨୪ ୱାଇଆର୪ ହେଉଛି ଏକ ଆଷ୍ଟରଏଡ୍, ଯାହା ପୃଥିବୀ ସହିତ ଧକ୍କା…

ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ, ଜାଣନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ?

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁବାର ଦିନ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାର୍ ଗଙ୍ଗାରାମ…

UPIରୁ ଉଠାଇପାରିବେ PF ଟଙ୍କା: କୋଟି କୋଟି କର୍ମଚାରୀଙ୍କୁ ଫାଇଦା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଏହି ସୁବିଧା

ନୂଆଦିଲ୍ଲୀ : ପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏବେ ସେମାନଙ୍କୁ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବରଂ ଏବେ ସେମାନେ ୟୁପିଆଇ ମାଧ୍ୟମରେ ପିଏଫ…

ରାତିସାରା ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା: କାଲି ସକାଳ ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।ଆଗାମୀ ୨୪ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ…

RRB Group D 2025 : ରେଲୱେରେ ୩୨୦୦୦ ରୁ ଅଧିକ ଚାକିରି, ବଢ଼ିଲା ଗ୍ରୁପ ଡି’ ନିଯୁକ୍ତି ପାଇଁ ଆବେଦନର ଲାଷ୍ଟ ଡେଟ

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ RRB Group D ନିଯୁକ୍ତି ୨୦୨୫ ପାଇଁ ଆବେଦନ କରିବାର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି । ଏବେ ୨୨ ଫେବୃଆରୀ ପରିବର୍ତ୍ତେ ୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ଏହା…

OTT Guidelines: ଅଶ୍ଳୀଳ ବିଷୟବସ୍ତୁ ଉପରେ ସରକାର କଠୋର! ଜାଣନ୍ତୁ କଣ ରହିଛି କେନ୍ଦ୍ରର ଆଡଭାଇଜରି

OTT ନିର୍ଦ୍ଦେଶାବଳୀ: ସୋସିଆଲ ମିଡିଆରେ ଅଶ୍ଳୀଳ କମେଡିକୁ ନେଇ ବିବାଦ ମଧ୍ୟରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (MIB) OTT ପ୍ଲାଟଫର୍ମଗୁଡ଼ିକୁ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସେମାନଙ୍କୁ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଏନସିଡି ସ୍କ୍ରିନିଂ ଅଭିଯାନ ଆରମ୍ଭ, ୩୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ…

ନୂଆଦିଲ୍ଲୀ : ଦେଶରେ ଅଣସଂକ୍ରାମକ ରୋଗ (ଏନସିଡି) ର ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ଏକ ସ୍ୱତନ୍ତ୍ର ଏନସିଡି ଯାଂଚ ଅଭିଯାନ ଆରମ୍ଭ କରିଛନ୍ତି । ୨୦…