ଦ୍ୱିତୀୟ ବିବାହ କରିବାକୁ ପହଞ୍ଚିଥିଲା ବ୍ୟକ୍ତି: ପଛେ ପଛେ ପୋଲିସ ନେଇ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ, ଆଉ ତା’ପରେ
ବରେଲୀ: ଆଜିକାଲି ସମାଜରେ ଦ୍ୱିତୀୟ ବିବାହ କିଛି ବଡ କଥା ନୁହେଁ । କିନ୍ତୁ ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା କହିଲେ ନସରେ । ବେଦୀରୁ ହିଁ ଦୌଡି ପଳାଇବା ବିନା…