ମଦୁଆଙ୍କ ପାଇଁ ଖୁସି ଖବର: ରାଜଧାନୀରେ ଆରମ୍ଭ ହେଲା ହୋମ୍ ଡେଲିଭରୀ

ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ କମିବାରେ ଲାଗିଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ଗୋଟିଏ ମାସରେ ୧ କୋଟିରୁ ଅଧିକ ସାଇବର ଠକେଇ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ରାଜ୍ୟରେ ଗତ ମେ’ ମାସରେ ୧ କୋଟି ୪୦ ଲକ୍ଷ ୯…

EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ପୁଣି ଥରେ ଲକଡାଉନ୍ ଓ ଚାକିରି ଯିବାର ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଉପୁଜିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ହୁଅନ୍ତି, ତେବେ…

ଅନଲାଇନ ପଞ୍ଜିକୃତଙ୍କୁ ପ୍ରଥମେ ମିଳିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାଦାନ କେନ୍ଦ୍ରରେ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସ୍ଲଟ ବୁକ କରିଥିବା ବ୍ୟକ୍ତିଙ୍କୁ…

ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ କଟକଣାକୁ କଡାକଡି କରାଯାଉଛି । ଏହାରି ମଧ୍ୟରେ ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏୟାରପୋର୍ଟରେ ନେଗେଟିଭ କିମ୍ବା…

ବିଗ୍ ବସ୍‌-୧୫ରେ ଏଣ୍ଟ୍ରି କରିବେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍‌-୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସମାନେ ଏବେ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିଜନ-୧୪ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ…

ଅସମ୍ଭାଳ ତାତି: ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା

ଭୁବନେଶ୍ବର(ଓଡିଶା ଭାସ୍କର) : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି…

କରୋନା ପ୍ରଭାବ: ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଇନସ ୭.୩%କୁ ଖସିଲା GDP

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଜିଡିପି ୪୦ ବର୍ଷ ଭିତରେ ସବୁଠାରୁ ତଳକୁ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ମାଇନସ୍ ୭.୩ ପ୍ରତିଶତକୁ ଖସିଛି ।…

କାଲିଠୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ସରକାରଙ୍କ ଅନୁମତି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର(ଓଡିଶା ଭାସ୍କର): କାଲିଠାରୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ଦେଇଛନ୍ତି ସରକାର । ସେହି ୩ ଜିଲ୍ଲା ଯଥା- ସୁନ୍ଦରଗଡ, ନୂଆପଡା ଓ ଗଜପତିରେ ନୂଆ ଗାଡି ପଞ୍ଜୀକରଣ ହୋଇପାରେ । ଏହି ୩ ଜିଲ୍ଲାରେ…

ଭୁବନେଶ୍ୱରରୁ ଆଜି ୮୧୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୮୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…