ସରକାରୀ ସ୍କୁଲର ୧୫୦ ଛାତ୍ରଛାତ୍ରୀ ଭାଇରସ ସଂକ୍ରମଣରେ ଅସୁସ୍ଥ, ୧୮ ଜଣ ଝିଅ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୁଜରାଟର ସୁରଟ ଜିଲ୍ଲାର ଗୋଟିଏ କ୍ୟାମ୍ପସରେ ଅବସ୍ଥିତ ତିନୋଟି ସରକାରୀ ଆବାସିକ ବିଦ୍ୟାଳୟର ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଭାଇରାଲ ସଂକ୍ରମଣରେ ପୀଡିତ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୧୮ ଜଣ ଝିଅଙ୍କୁ…

କଟକରେ ବିଜୟ ପଥରେ ଭାରତ, ୨୫୦ ରନ ପାର୍ କଲା ସ୍କୋର

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ଇଂଲଣ୍ଡ ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୩୦୫ ରନର…

ମହାଶିବରାତ୍ରିରେ ବିରଳ ସଂଯୋଗ, ଏହି ରାଶି ଲୋକଙ୍କର ଚମକିଯିବ ଭାଗ୍ୟ !

ସୁଖ, ସମୃଦ୍ଧି ଏବଂ ଆଶିର୍ବାଦ ପ୍ରାପ୍ତ କରିବା ପାଇଁ ମହାଶିବରାତ୍ରି ଦିନ ଶିବ ପୂଜା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଶିବ ତାଙ୍କ ପ୍ରକୃତ ଭକ୍ତଙ୍କ ଉପରେ ବହୁତ ଶୀଘ୍ର…

ସୁନା ଦାମରେ ଲାଗିଛି ନିଆଁ: ବଢିଗଲା ୨୧୮୦ ଟଙ୍କା, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି ୨୪ କ୍ୟାରେଟର ଦାମ୍ ?

ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସୁନା ଦର । ବର୍ତ୍ତମାନ ୮୬ ହଜାର ଉପରକୁ ଟପିଲାଣି ରେଟ୍ । ଗତ ସପ୍ତାହରେ ଦେଶରେ ୨୪ କ୍ୟାରେଟ ସୁନା ଦାମ ୨୧୮୦ ଟଙ୍କା ବଢିଯାଇଥିଲା । ସେହିଭଳି ୨୨ କ୍ୟାରେଟ ୨୦୦୦ ଟଙ୍କା ବଢିଥିଲା…

୧୦୦ ରୁ ୯୦ ପୁରୁଷ ହୁଏତ ଜାଣି ନ ଥିବେ! ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ପାଇଁ ସ୍ତନ କର୍କଟ ଅଧିକ ସାଙ୍ଘାତିକ

ଅଧିକାଂଶ ମହିଳା ସ୍ତନ କର୍କଟ ରୋଗକୁ ଭୟ କରନ୍ତି, କିନ୍ତୁ ଏହି ରୋଗର ବାସ୍ତବତା ଭିନ୍ନ । ଏକ ବିଶ୍ଳେଷଣ ଅନୁଯାୟୀ, ମହିଳାଙ୍କ ତୁଳନାରେ ପୁରୁଷମାନଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା କମ୍ ଥାଏ, କିନ୍ତୁ ଏହି ରୋଗରେ…

ଜୁକରବର୍ଗଙ୍କ Metaରେ ହେବ ଭୟଙ୍କର ଛଟେଇ: ୩୦୦୦ ଲୋକ ହୋଇଯିବେ ବେରୋଜଗାର, କାହିଁକି ବହିଷ୍କାର କରୁଛି କମ୍ପାନୀ?

ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟାରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ, ସିଇଓ ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ କମ୍ପାନୀ ଆସନ୍ତା ସପ୍ତାହରେ ୩,୬୦୦ କର୍ମଚାରୀଙ୍କୁ ଛଟେଇ…

Video : ଲାଇଭ୍ ମ୍ୟାଚ୍ ରେ ମର୍ମନ୍ତୁଦ ଦୁର୍ଘଟଣା, ଷ୍ଟାର ଖେଳାଳିଙ୍କ ଆଖିରେ ବାଜିଲା ବଲ୍

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଉ ସମୟ ଥିବା ବେଳେ କିଛି ଦଳର ଟେନସନ୍ ଶେଷ ହେବାର ନାଁ ନେଉନାହିଁ । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଅନେକ ଖେଳାଳି ଆଘାତ ସହିତ ସଂଘର୍ଷ କରୁଛନ୍ତି ଏବଂ ଏବେ ନ୍ୟୁଜିଲାଣ୍ଡ ମଧ୍ୟ…

ଏହି ଦେଶଗୁଡ଼ିକରେ ସୁନାମି ଆଲର୍ଟ, ସକାଳୁ ସକାଳୁ ଭୂକମ୍ପ ଝଟକାରେ ଲୋକେ ଛାନିଆ: ଆମେରିକାରେ ମଧ୍ୟ ୱାର୍ଣ୍ଣିଂ

ଉତ୍ତର ଆମେରିକାରେ ଶନିବାର ଦିନ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜର୍ମାନ ଗବେଷଣା କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୮୯ ଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳର ଗଭୀରତା ୧୦ କିଲୋମିଟର ତଳେ ଥିଲା ।…

କେବେ ପଡୁଛି ମହାଶିବରାତ୍ରୀ ? ଜାଣନ୍ତୁ ଶୁଭ ମୂହୁର୍ତ୍ତ ଓ ଏହାର ଗୁରୁତ୍ୱ

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମହା ଶିବରାତ୍ରୀକୁ ସର୍ବୋତ୍ତମ ତିଥି ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗ ଉପରେ ଜଳ ଏବଂ କଞ୍ଚା କ୍ଷୀର ଅଭିଷେକ କରିଥାନ୍ତି । ଚଳିତ…

ଏହିସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଓଟ୍ସ,, ଭୋଗିପାରନ୍ତି ଭୟଙ୍କର ପରିଣାମ !

ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ ।…