UGC: ଛାତ୍ରଛାତ୍ରୀମାନଙ୍କୁ ୨୦ ଦିନ ମଧ୍ୟରେ ଫିସ୍ , ସ୍କଲାରସିପ୍ ଭଳି ସମସ୍ୟାର ମିଳିବ ସମାଧାନ, ଟୋଲ ଫ୍ରି ନମ୍ବର ଜାରି
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ସମେତ ଦେଶବ୍ୟାପୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ପଢ଼ୁଥିବା କିମ୍ବା ପ୍ରବେଶ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ଆଶ୍ୱସ୍ତି ଦେଇଛି ।…