ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତା ଅମନ ଜୟସୱାଲଙ୍କ ମୃତ୍ୟୁ, ସିରିୟଲ ‘ଧରତୀପୁତ୍ର ନନ୍ଦିନୀ’ରେ କରିଥିଲେ ଲିଡ୍ ରୋଲ୍
ନୂଆଦିଲ୍ଲୀ: ଟିଭି ଅଭିନେତା ଅମନ ଜୟସୱାଲଙ୍କ ଏକ ସଡ଼କ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି । ସେ ଟିଭି ଶୋ’ "ଧରତୀପୁତ୍ର ନନ୍ଦିନୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ,…