ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାରେ କିପରି କରିବେ ଆବେଦନ ? ଜାଣନ୍ତୁ କ’ଣ ରହିଛି ଫାଇଦା

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ବିଶେଷ ସୁଧ ରିଆତି ଋଣ। ଏଥିପାଇଁ ‘ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ’ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି।…

ବିଜେପି ବିଧାୟକଙ୍କ ମୁଣ୍ଡକୁ ଫିଙ୍ଗିଲେ ଅଣ୍ଡା, କଂଗ୍ରେସ କର୍ମୀ ଉପରେ ଅଭିଯୋଗ: ଦେଖନ୍ତୁ Video

ନୂଆଦିଲ୍ଲୀ: ବୁଧବାର ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଅଜ୍ଞାତ ବ୍ୟକ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମୁନିରତ୍ନଙ୍କ ଉପରେ ଅଣ୍ଡା ମାଡ଼ ହୋଇଛି । ରାଜ୍ୟ ରାଜଧାନୀର ପଶ୍ଚିମ ଭାଗରେ ଅବସ୍ଥିତ…

ସାହାରା ଇଣ୍ଡିଆ ରିଫଣ୍ଡ ଷ୍ଟାଟସ୍: ଏପର୍ଯ୍ୟନ୍ତ କେତେଜଣ ପାଇଛନ୍ତି ଟଙ୍କା , ସମସ୍ତେ କେବେ ପାଇବେ?

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ନିବେଶ କରିଥିବା କୋଟି କୋଟି ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି । ୧୮ ଜୁଲାଇ ୨୦୨୩ ରେ ସିଆରସିଏସ- ସାହାରା ଫେରସ୍ତ ପୋର୍ଟାଲ…

ବୀର ବାଲ୍‍ ଦିବସ: ଏକହଜାର ଗ୍ରାମ ପଞ୍ଚାୟତଙ୍କୁ କରାଯିବ ପୁରସ୍କୃତ

ବୀର ବାଲ୍‍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‍ଠାରେ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରିବେ । ଏଥିସହ ପ୍ରଧାନମନ୍ତ୍ରୀ ସୁପୋଷିତ…

ଖ୍ରୀଷ୍ଟମାସର ପରଦିନ ତୈଳ କମ୍ପାନୀଗୁଡିକ ଦେଲେ ଝଟକା! ବଢ଼ିଗଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଦିନ ଦେଶର ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ ଆରାମ ଦେବା ପରେ ତୈଳ କମ୍ପାନୀଗୁଡିକ ଗୁରୁବାର ଏକ ଝଟକା ଦେଇଛନ୍ତି । ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ସାମାନ୍ୟ…

କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସିଖବର! ବୈଜ୍ଞାନିକମାନେ ଖୋଜିଦେଲେ Cancerକୁ ୯୯% ଶେଷ କରିଦେବା ଭଳି ଚମତ୍କାର ଟେକନିକ୍

ବ÷ଜ୍ଞାନିକମାନେ କର୍କଟ ରୋଗକୁ ନେଇ ଏକ ବଡ଼ ସଫଳତା ହାସଲ କରିଛନ୍ତି, ଯାହା ସମଗ୍ର ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କର୍କଟ କୋଷଗୁଡ଼ିକୁ ୯୯% ଦୂର କରିବା ପାଇଁ ଏକ…

Alert! ସରକାରଙ୍କ ଚେତାବନୀ, ଏହି ନମ୍ୱରରୁ କଲ୍ ଆସିଲେ ଉଠେଇବାର କରନ୍ତୁନି ଭୁଲ, ବଡ଼ ଠକାମିର ସଙ୍କେତ

ସରକାର ସମୟ ସମୟରେ ଲୋକଙ୍କୁ ସଚେତନ କରାଇବା ସହ ଠକାମି ଘଟଣାକୁ ରୋକିବା ପାଇଁ ତାଙ୍କ ସ୍ତରରେ ମଧ୍ୟ ଅନେକ କାର୍ଯ୍ୟ କରନ୍ତି। କିଛି ଦିନ ପୂର୍ବରୁ ସରକାରଙ୍କ ଦ୍ଵାରା କିଛି ନମ୍ବର ଜାରି କରାଯାଇଥିଲା ଏବଂ ଲୋକଙ୍କୁ ଏହି…

ଏହି ରାଶିର ଲୋକଙ୍କୁ ଆଜି ମିଳିବ ଶୁଭଫଳ, ହୋଇଯିବେ ମାଲାମାଲ !

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା । ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ…

କେଉଁ ରୋଗର ଚିକିତ୍ସା ପାଇଁ ହୋମିଓପାଥି ସବୁଠାରୁ ଭଲ? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ

ଜ୍ୱର , ମୁଣ୍ଡବିନ୍ଧା, ଚର୍ମ ସମସ୍ୟା କିମ୍ବା ପେଟ ବ୍ୟଥା ହେଉ ନା କାହିଁକି, ଆମେ ତୁରନ୍ତ ମେଡିକାଲ ଷ୍ଟୋରକୁ ଯାଇ ଏଲୋପାଥି ଔଷଧ ନେଇ ଆସୁ ଓ ଏହାକୁ ଖାଇଥାଉ । ଯଦି ତୁମେ ଆରାମ ପାଇବ ତେବେ ଠିକ୍ ଅଛି, ଯଦି ନୁହେଁ…

ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ ପାଇଁ ନିଆଯାଉଛି ପଦକ୍ଷେପ: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷକଙ୍କ ଶିକ୍ଷାର ବିକାଶ ହେବ । ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…