ଏହି କାରଣ ପାଇଁ ଅନ୍ୟମାନଙ୍କ ଅପେକ୍ଷା ଲାଗେ ଅଧିକ ଶୀତ, ଜାଣନ୍ତୁ କିପରି କରିବେ ଦୂର ?
ଶୀତ ଋତୁ ଆସିବା ସହିତ ଆମ ସମସ୍ତଙ୍କ ପାଇଁ ସ୍ବେଟର୍, ଜ୍ୟାକେଟ୍ ଓ ସ୍କାର୍ଫ ଆଦି ଶୀତବସ୍ତ୍ରର ପ୍ରାଥମିକତା ବଢ଼ିଯାଇଛି। ଆମମାନଙ୍କ ଭିତରୁ କେହି କେହି ହାଲୁକା ବା ପତଳା ସ୍ବେଟରରେ ଶୀତର ମୁକାବିଲା କରିପାରୁଥିବା…