ଅଧାଗଢ଼ା ବ୍ରିଜରୁ ଖସିଲା କାର୍, ୩ ଲୋକଙ୍କର ମୃତ୍ୟୁ: ଗୁଗୁଲ ମ୍ୟାପ୍ ଦେଖି ଚଳାଉଥିଲା ଡ୍ରାଇଭର୍
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ ସୀମାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫରିଦପୁର ପୋଲିସ ଷ୍ଟେସନ ପରିସରରେ ରାମଗଙ୍ଗା ନଦୀ କୂଳରେ ଫରିଦପୁର-ବାଦାଉନର ଦତ୍ତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ…