ରଥଟଣା ବେଳେ ଅଘଟଣ :ଜଣେ ଶ୍ରଦ୍ଧାଳୁ ମୃତ, ୪୦୦ ଜଣ ଆହତ

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସମୟରେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୪୦୦ ଭକ୍ତ ଆହତ  ସୂଚନା । ଲକ୍ଷ ଲକ୍ଷ…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ: ଗ୍ରାଜୁଏସନ୍ କରିଥିଲେ କରନ୍ତୁ ଆବେଦନ, ମିଳିବ ଭଲ ଦରମା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରେ ଚାକିରି ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି । ଯଦି ଆପଣ ଗ୍ରାଜୁଏଟ୍ ଏବଂ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ।…

PNB ଉପରେ ୧.୩୧ କୋଟି ଟଙ୍କାର ଜରିମାନା ଲଗାଇଲା RBI, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବିରୋଧରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ପିଏନବି ଉପରେ ୧.୩୧ କୋଟି ଟଙ୍କା ଜରିମାନା ଲଗାଇଛି।…

(Video)ପୃଥିବୀକୁ ଛୁଇଁ ଚାଲିଗଲା ୨ଟି ଶକ୍ତିଶାଳୀ ଆଷ୍ଟେରଏଡ, ଆସିଲା ଫଟୋ: ନାସା କହିଲା- ଆଗକୁ କେତେ ବିପଦ

ବ୍ରହ୍ମାଣ୍ଡ ଭିତରେ ଅନେକ ରହସ୍ୟର ଭଣ୍ଡାର ରହିଛି, ଯାହା ବୈଜ୍ଞାନିକମାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି । ତଥାପି ଏତେ ବର୍ଷ ପରେ ଆମେ ବ୍ରହ୍ମାଣ୍ଡ ବିଷୟରେ ଅଧିକ କିଛି ଜାଣିପାରୁ ନାହିଁ । ସେହିଭଳି ଆମ…

HIV ସଂକ୍ରମଣକୁ ୧୦୦% ଠିକ୍ କରିବା ଟ୍ରାଏଲ୍ ସଫଳ, କେବଳ ୨ ଇଞ୍ଜେକ୍ସନରେ AIDSରୁ ଛୁଟି

ସମଗ୍ର ବିଶ୍ୱରେ ଏଚ୍.ଆଇ.ଭି ଏବଂ ଏଡସ୍ ପୀଡିତଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ ଖୁସି ଖବର । ବୈଜ୍ଞାନିକମାନେ ଏଚଆଇଭି ସଂକ୍ରମଣକୁ ଭଲ କାରିଦେବା ଏକ ଇଞ୍ଜେକ୍ସନର ସଫଳ ପରୀକ୍ଷଣ କରିଥିବା ଦାବି କରିଛନ୍ତି । ଗୋଟିଏ…

ବଦଳିଲା ଏକକ ସ୍ନାତକୋତ୍ତର ପିଜି-ପ୍ରବେଶିକା ପରୀକ୍ଷାର ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?

ଭୁବନେଶ୍ୱର : ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ହେଉଥିବାରୁ ରାଜ୍ୟ ସରକାର ଆଜି ଏବଂ ଆସନ୍ତାକାଲିକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ଏକକ ସ୍ନାତକୋତ୍ତର-ପିଜି…

ହାର୍ଟ ଫେଲ୍ ହେବାରୁ ୧୦ମ ଛାତ୍ରଙ୍କ ମୃତ୍ୟୁ, ସ୍କୁଲ ବାରଣ୍ଡାରେ ପଡ଼ିଗଲେ: ଦେଖନ୍ତୁ Video

ନୂଆଦିଲ୍ଲୀ: ରାଜସ୍ଥାନର ଡାଉସାରୁ ଶନିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ନାମ ୟେତେନ୍ଦ୍ର ଉପାଧ୍ୟାୟ ଏବଂ…

ଗୁଣ୍ଡିଚା ମନ୍ଦିରକୁ କାହିଁକି ଆସନ୍ତି ମହାପ୍ରଭୁ ଜଗନ୍ନାଥ ? ଜାଣନ୍ତୁ ରଥଯାତ୍ରା ବିଷୟରେ କ’ଣ କୁହେ କିମ୍ବଦନ୍ତୀ

ରଥଯାତ୍ରା ପାଇଁ ଝଟକୁଛି ବଡଦାଣ୍ଡ । ଶ୍ରୀନଅର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଚକଡ଼ା ପାଇଛି ନୂଆ ରୁପ । ନବବଧୁ ପରି ସଜେଇ ହୋଇ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ରହିଛି । ସିଂହଦ୍ୱାର ଚକଡାରୁ ଶ୍ରୀନଅର ପର୍ଯ୍ଯନ୍ତ…

ବଡ଼ ନିଯୁକ୍ତି ଦେବାକୁ ଯାଉଛି SAIL: ଇଂଜିନିୟରିଂ କରିଥିଲେ ଶୀଘ୍ର କରନ୍ତୁ ଆବେଦନ, ଦରମା ଦେଢ଼ ଲକ୍ଷ ଉପରେ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର (SAIL Recruitment 2024) । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL…

ବିଳମ୍ବିତ ରାତିରେ ଫୋନ୍ ବ୍ୟବହାର କରୁଥିଲେ ସାବଧାନ ! ଗର୍ଭାଶୟ ସମସ୍ୟା ସହିତ ଭୋଗିପାରନ୍ତି ଏପରି ପରିଣାମ

ଆଜିକାଲି ଯୁଗରେ ଅନେକ ଲୋକ ରାତିରେ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ରଖିଛନ୍ତି, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଆଜିର ସମୟରେ, ଫୋନ୍ ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହା ସେତିକି ଆମର ସମସ୍ୟାର କାରଣ…