ପାଦରେ ଏପରି ଲକ୍ଷଣ ଦେଖାଦେଉଥିଲେ ସାବଧାନ୍! ନଚେତ୍ ହୋଇପାରନ୍ତି କ୍ୟାନ୍ସରର ଶିକାର
ପାଦରେ ଦେଖାଯାଉଥିବା ଛୋଟ ସମସ୍ୟାକୁ ମଧ୍ୟ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏଗୁଡ଼ିକ ମଧ୍ୟ ଗମ୍ଭୀର ହୋଇପାରେ । ଏହିପରି ଗୋଟିଏ ସମସ୍ୟା ହେଉଛି ଦୀପ ଶିରା ଥ୍ରୋମ୍ବୋସିସ୍ । ଏଥିରେ ଗୋଡର ଶିରା ଭିତରେ ରକ୍ତ ଜମା…