ମିଳିଗଲା ପୃଥିବୀରେ ଏଲିଅନ୍ ବେସ୍ ! ଯେଉଁଠାକୁ ୧୦୦ରୁ ଅଧିକଥର ଆସିସାରିଛି UFO, ଦୂରରୁ ମଣିଷ ଉପରେ ରଖାଯାଉଛି ନଜର
ନୂଆଦିଲ୍ଲୀ: ଏଲିଏନ୍ସ ଏବଂ ୟୁଏଫଓ ଏପରି ଏକ ବିଷୟ ଯାହା ବିଷୟରେ ସମସ୍ତେ କିଛି ନା କିଛି ଜାଣିବାକୁ ଚାହାଁନ୍ତି । କିନ୍ତୁ ଏ ବିଷୟରେ କାହା ପାଖରେ ସଠିକ୍ ସୂଚନା ନାହିଁ । ପ୍ରତିଦିନ ଲୋକମାନେ ଏହି ବିଷୟରେ ବିଭିନ୍ନ…