ଅସୁସ୍ଥ ଅନୁଭବ କଲେ ଗରମ ପାଣି ପିଇବା କେତେ ଠିକ୍ ? ଥଣ୍ଡା-କାଶ ହେଲେ ଏପରି କରିବା ଭୁଲ୍ ନୁହେଁ ତ’
ସାଧାରଣତଃ ଲୋକମାନେ ଥଣ୍ଡା, କାଶ ଏବଂ ଜ୍ୱରରେ ଗରମ ପାଣି ପିଅନ୍ତି । ଡାକ୍ତରମାନେ ମଧ୍ୟ ଏପରି କରିବାକୁ ପରାମର୍ଶ ଦିଅନ୍ତି । ଏଥି ସହିତ ଅନେକ ଲୋକ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିୟମିତ ଉଷୁମ ପାଣି…