ଦୁଇଟି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ: ତୈଳ ଆମଦାନୀ ହ୍ରାସ ସହ ସୃଷ୍ଟି ହେବ ନିଯୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟର ମୋଟ ଆନୁମାନିକ ମୂଲ୍ୟ ୬୭୯୮ କୋଟି ଟଙ୍କା…

ପରୀକ୍ଷା ତାରିଖ ଘୋଷଣା କଲା CBSE: ୧ ଜାନୁଆରୀରୁ ପ୍ରାକ୍ଟିକାଲ, ଜାଣନ୍ତୁ କେବେ ହେବ ଥିଓରୀ ?

ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପକ୍ଷରୁ ପ୍ରାକ୍ଟିକାଲ ଏବଂ ଥିଓରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ୧ ଜାନୁୟାରୀ ୨୦୨୪…

ବାତ୍ୟା ମଧ୍ୟରେ ବୋମା ଆତଙ୍କ: ଭୁବନେଶ୍ୱର ବିମାନବନ୍ଦରକୁ ଆସିଲା ଧମକପୂର୍ଣ୍ଣ କଲ୍

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଗୋଟିଏ ପଟେ ପବନର ବେଗ ବଢ଼ିଚାଲିଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଛି । ବିମାନବନ୍ଦରରେ ବୋମା ଥିବା ନେଇ…

ବାତ୍ୟା ‘ଦାନା’: ପୁଣିଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା, ଅନ୍ୟପଟେ ଚିଲିକାରେ ଭସାପୋଲ ବନ୍ଦ

ଭୁବନେଶ୍ୱର:ବାତ୍ୟା ‘ଦାନା’ ପାଇଁ ପୁଣିଥରେ ସାମୁଦ୍ରିକ ଜୁଆର ଆସିବା ନେଇ ସତର୍କ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ତାଙ୍କ କହିବା ମୁତାବକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଉପକୂଳରେ…

ପାରାଦୀପର ୨୧୦ କିମି ଦୂରରେ ଦାନା : ଭୀଷଣ ବାତ୍ୟା ରୂପ ନେଇ ଉପକୂଳକୁ ଆସୁଛି ମାଡ଼ି

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇଛି ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬…

‘ନାଗୁଣୀ ନେଉଛି ପ୍ରତିଶୋଧ, ଖୋଜି ଖୋଜି ଲୋକଙ୍କୁ ମାରୁଛି ଚୋଟ’: ମେରଟର ସାପ ଧରାଳିଙ୍କର ବୁହାଇ ସାରିଲାଣି ଝାଳ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଉତ୍ତରପ୍ରଦେଶର ହାପୁଡ ଜନପଦରେ ଏକ ନାଗୁଣୀର ଆତଙ୍କ ଦେଖିବାକୁ ମିଳୁଛି । ନାଗୁଣୀ ନିଜର ପ୍ରତିଶୋଧ ନେଉଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ବର୍ତ୍ତମାନ ସାପ କାମୁଡ଼ିବା…

ରୂପା ୧,୦୪,୦୦୦ ଟଙ୍କା ଏବଂ ସୁନା ୮୦,୦୦୦ ଟଙ୍କା ପାର୍, ଜାଣନ୍ତୁ ଆପଣଙ୍କ ସହରରେ ରେଟ୍ କେତେ ?

ନୂଆଦିଲ୍ଲୀ: ଦେଶରେ ୧୦ ଗ୍ରାମ ସୁନା ୮୦,୦୦୦ ଟଙ୍କା ଏବଂ ଗୋଟିଏ କିଲୋଗ୍ରାମ ରୂପା ୧,୦୪,୦୦୦ ଟଙ୍କା ଅତିକ୍ରମ କରିଛି । ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ସାରା ଦେଶରେ ଅହୋଇ ଅଷ୍ଟମୀର ପର୍ବ ପାଳନ କରାଯାଉଛି ।…

ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’: ୬ ଘଣ୍ଟାରେ ୧୫ କିମି ବେଗରେ ଆସୁଛି ମାଡ଼ି

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୫ କିମି…

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ: ସୁଭଦ୍ରା ଯୋଜନାକୁ ନେଇ ନିଆଗଲା ଏପରି ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ବାତ୍ୟା ‘ଦାନା’ ପାଇଁ ବିମାନ ସେବା ବନ୍ଦ, ଜାଣନ୍ତୁ କେତେ ସମୟ 

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ୨୪ ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ…