୩୫ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କାଲି ମିଳିବ ସୁଭଦ୍ରା ଟଙ୍କା, ଅପଡେଟ ଜାଣିବା ପାଇଁ କେଉଁ ନମ୍ବରକୁ କରିବେ କଲ୍ ?
ଭୁବନେଶ୍ୱର : ରାଜ୍ୟର ଏକକୋଟି ୨୦ହଜାର ମହିଳା ହିତାଧିକାରୀ ଗତକାଲିସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରିପଦାଠାରେ ଆସନ୍ତାକାଲି ୩୫ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ…