ସାଇବର ଠକେଇର ମୁକାବିଲା କରିବ DoT: ଖୁବଶୀଘ୍ର ଆରମ୍ଭ ହେବ ଜାଲ୍ କଲ୍ ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟବସ୍ଥା
ନୂଆଦିଲ୍ଲୀ : ସାମ୍ପ୍ରତିକ ସମୟରେ ଭାରତୀୟ ମୋବାଇଲ ନମ୍ବରରୁ ଅନେକ ଜାଲିଆତି କଲ୍ ନାଗରିକଙ୍କ ପାଖକୁ ଆସୁଛି। ବାସ୍ତବରେ ବିଦେଶରୁ କାର୍ଯ୍ୟରତ ସାଇବର ଅପରାଧୀମାନେ ଏହି କଲ୍ ଗୁଡ଼ିକୁ ଜାଲ୍ କରିଥାନ୍ତି। ଏହି…