ସରକାରଙ୍କ ଏକ ନିଷ୍ପତ୍ତି … ସୁନା ହୋଇଗଲା ଏତେ ଶସ୍ତା, କିଣିବାକୁ ଲାଗିଛି ଭିଡ଼
ନୂଆଦିଲ୍ଲୀ: ଗତ ଦୁଇ ମାସ ମଧ୍ୟରେ ସୁନା ମୂଲ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ମୋଦୀ ୩.୦ ର ପ୍ରଥମ ବଜେଟରେ, ଜୁଲାଇ ୨୩ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା-ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ଘୋଷଣା…