fbpx

ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ କଲେଜରେ ନାମଲେଖା ପାଇଁ କାଲିଠୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ କଲେଜରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି…

ଗ୍ୟାସ୍ ହେବେ ମାମଲାରେ ଡାଇଜେନ୍ ନେଉଥିଲେ ହୋଇଯାଅ ସାବଧାନ୍ ! ସରକାରଙ୍କ ଆଲର୍ଟ, ମାର୍କେଟରୁ କୋଟି କୋଟି ବୋତଲ ପ୍ରତ୍ୟାହାର କରୁଛି DCGI

କ'ଣ ଆପଣ ବି ପେଟରେ ଗ୍ୟାସ ବା ଯନ୍ତ୍ରଣା ହେଲେ ତୁରନ୍ତ ଗୋଲାପୀ ରଙ୍ଗର ଡାଇଜେନ୍ ପିଉଛ କି? ଯଦି ହଁ ତେବେ ସତର୍କ ରୁହନ୍ତୁ… କାରଣ ଡ୍ରଗ୍ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ ଯଥା DCGI ଏହି ସିରପ୍ ଏବଂ ଜେଲ୍ ବିରୋଧରେ…

ଦିଲ୍ଲୀ ମେଟ୍ରୋରେ ‘ପାଗଳ’ କହିବାକୁ ନେଇ ଭିଡ଼ିଗଲେ ଦମ୍ପତି ଏବଂ ଆଣ୍ଟି: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ Video

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଭିଡିଓଗୁଡ଼ିକ ପ୍ରାୟତଃ ଭାଇରାଲ ହୋଇଥାଏ ଏବଂ ପ୍ରତ୍ୟେକ ଭିଡିଓର କିଛି ଅଲଗା କାହାଣୀ ରହିଥାଏ । ବେଳେବେଳେ କିଛି ଲୋକ ନାଚୁଥିବା ବେଳେ କିଛି ଷ୍ଟଣ୍ଟ କରୁଥିବା କିମ୍ବା ମେଟ୍ରୋରେ ଗୀତ…

ଆପଣ ମଧ୍ୟ କରିପାରିବେ ଏହି ୧୦ ପାର୍ଟ ଟାଇମ୍ ଚାକିରି ! ମୋଟା ଆକାରରେ ପାଇପାରିବେ ଦରମା

ନୂଆଦିଲ୍ଲୀ: ଯେତେବେଳେ ଆପଣ ପାଠପଢା କିମ୍ବା ସରକାରୀ ଚାକିରି ଇତ୍ୟାଦି ପାଇଁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ପରିସ୍ଥିତି ଏପରି ହୋଇଯାଏ ଯେ ଆପଣଙ୍କୁ ଟଙ୍କା ପାଇଁ ଅନ୍ୟ କିଛି କାମ କରିବାକୁ ପଡିଥାଏ । ତେଣୁ ଆଜି ଆମେ…

ଛାତ ଉପରକୁ ଯିବା ଉପରେ ଲାଗିଲା ପ୍ରତିବନ୍ଧନ: ଜାଣନ୍ତୁ କ’ଣ ରହିଛି ସରକାରୀ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଲୋକଙ୍କୁ ନିଜ ଘରର ଛାତ ଉପରେ ଯିବାକୁ ବାରଣ କରାଯାଇଛି । ନିଜ ଘରର ଛାତ ଉପରକୁ କୌଣସି ବ୍ୟକ୍ତି ଯିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏପରିକି…

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍‍ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ…

ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପାଇଁ ୩ ହଜାର ୭୬୦ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ର ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ନିର୍ମାଣ ପାଇଁ ୩ ହଜାର ୭୬୦ କୋଟି ଟଙ୍କାର ଭାୟାବିଲିଟି ଗ୍ୟପ୍‍…

ଭାରତ ଓ ଇଣ୍ଡିଆକୁ ନେଇ ସମ୍ବିଧାନ ସଂଶୋଧନର କୌଣସି ପ୍ରସ୍ତାବ ନାହିଁ: ସୂତ୍ର

ନୂଆଦିଲ୍ଲୀ: ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିବାକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ,…

ଏବେ ଘର ତିଆରି ହେବ ଆହୁରି ମହଙ୍ଗା ! ସେପ୍ଟେମ୍ବରରେ ସିମେଣ୍ଟ କମ୍ପାନୀଗୁଡ଼ିକ ବଢ଼ାଇଲେ ଏତିକି ଦାମ୍

ନୂଆଦିଲ୍ଲୀ: ଏଣିକି ଘର କିମ୍ବା ଦୋକାନ, ବିଲ୍ଡିଂ, କମର୍ସିଆଲ ପ୍ରପର୍ଟୀ ଇତ୍ୟାଦି ନିର୍ମାଣ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ କାରଣ ସେପ୍ଟେମ୍ବର ଆସିବା ମାତ୍ରେ ସିମେଣ୍ଟ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିଛନ୍ତି ।…

ଟ୍ରକ୍ ପଛରେ ଧକ୍କା ହେଲା ଦ୍ରୁତ ଗତିରେ ଆସୁଥିବା କାର୍: ଘଟଣାସ୍ଥଳରେ ୬ ମୃତ, Video ଭାଇରାଲ

ନୂଆଦିଲ୍ଲୀ: ତାମିଲନାଡୁର ସେଲମରେ ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା ସମୟରେ ଏକ ଦ୍ରୁତଗାମୀ କାର ରାଜପଥରେ ଅଟକି ରହିଥିବା ଏକ ଲୋରୀ ପଛପଟୁ ଧକ୍କା ଦେଇଥିଲା । କାରରେ ଯାତ୍ରା କରୁଥିବା ୬ ଜଣଙ୍କର…